ETV Bharat / bharat

ପ୍ରିୟଙ୍କା ନୁହେଁ ରାୟବରେଲୀରୁ ଲଢିବେ ସୋନିଆ

1999ରେ ସୋନିଆ ଆମେଥିରୁ ନିର୍ବାଚନ ଲଢୁଥିଲେ । ତେବେ ପୁଅ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହାକୁ ସେ ଛାଡି ଦେଇ 2004ରୁ ରାୟବରେଲୀରେ ଲଢିବା ଆରମ୍ଭ କଲେ ।

author img

By

Published : Feb 21, 2019, 1:09 PM IST

ଡିଜାଇନ ଫଟୋ

ରାୟବରେଲୀ: ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଛି । ୟୁପିଏ ଅଧ୍ୟକ୍ଷା ତଥା ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଗାମୀ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇଛି । ଦଳୀୟ ସୂତ୍ର ଅନୁସାରେ ସେ ନିଜର ପାରମ୍ପରିକ ରାୟବରେଲୀ ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନରେ ସୋନିଆ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ତେବେ କଂଗ୍ରେସର ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଯେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ନିଜର ପାରମ୍ପରିକ ଆସନ ରାୟବରେଲୀରୁ ହିଁ ନିର୍ବାଚନ ଲଢିବେ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନରୁ ସେ ପ୍ରାୟ ତିନି ଦଶନ୍ଧି ଧରି ନିର୍ବାଚିତ ହୋଇ ଆସୁଛନ୍ତି ।

1999ରେ ସୋନିଆ ଆମେଥିରୁ ନିର୍ବାଚନ ଲଢୁଥିଲେ । ତେବେ ପୁଅ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହାକୁ ସେ ଛାଡି ଦେଇ 2004ରୁ ରାୟବରେଲୀରେ ଲଢିବା ଆରମ୍ଭ କଲେ । ତେଣୁ ପୁଣିଥରେ ସୋନିଆ ଏଠାରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି ।

ତେବେ ସୋନିଆଙ୍କ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ସୋନିଆଙ୍କ ସ୍ଥାନରେ ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି କଂଗ୍ରେସର ସାଧାରଣ ସଂପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଚର୍ଚ୍ଚା ହେଉଥିଲା ଯେ ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବେ । ଆଉ ତାଙ୍କ ସ୍ଥାନ ପ୍ରିୟଙ୍କା ନେବେ । କିନ୍ତୁ କଂଗ୍ରେସ ଦଳ ତାଙ୍କୁ ପୁଣି ଥରେ ରାୟବରେଲୀ ଆସନରୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି ।

undefined

SHOTLIST:
++CLIENTS NOTE: VIDEO AND SHOTLIST ONLY-- STORYLINE TO FOLLOW AS SOON AS POSSIBLE++
RESTRICTION SUMMARY:
AP CLIENTS ONLY
FILM CLIPS ARE CLEARED FOR MEDIA BROADCAST AND/OR INTERNET USE IN CONJUNCTION WITH THIS STORY ONLY.  NO RE-SALE. NO ARCHIVE.
THE ORCHARD
1. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
2. SOUNDBITE (Spanish) Ciro Guerra and Cristina Gallego, directors, on the synopsis:
Cristina Gallego:
"'Birds of Passage' is the story about a traditional family Wayuu. It's a story that explains the very beginnings of drug trafficking in Colombia which was called The Bonanza Marimbera. This happened between the 60s in the 80s and it's a  story about this family, their traditions, and the violent capitalism that comes and destroys everything."
THE ORCHARD
3. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
4. SOUNDBITE (Spanish) Ciro Guerra and Cristina Gallego, directors, on why this movie is different than other drug trafficking themes stories:
Ciro Guerra:
"At the same time, we wanted to tell the story by the indigenous communities' perspective. It's a new way of looking at it and we think this phenomenon has been narrated in a very exploitative way in the past. In the past it's been told in a way that glorifies criminals and so we wanted to tell it from our perspective as Colombians. This phenomenon was a tragedy, it was a destruction of our society and a destruction of moral values and our way of life. The truth is you never completely get that from the other narratives that touch this theme. You almost always end up seeing these bandits or criminals as heroic figures and they just make this spectacle of the pain that we have suffered."
THE ORCHARD
5. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
6. SOUNDBITE (Spanish) Ciro Guerra and Cristina Gallego, directors, on Colombia's response to the film:
Cristina Gallego:
"We are examining a topic that has been taboo for many years for Colombia. It's been the biggest problem, not only drug trafficking but the violence as well. Since this is a family tragedy, it's sparked real family stories and personal stories to resurface and we think that's the reaction we wanted to happen.  We wanted it to generate shock."
THE ORCHARD
7. Film clip: "Birds of Passage"
ASSOCIATED PRESS
Los Angeles, 5 September 2018
8. SOUNDBITE (Spanish) Ciro Guerra and Cristina Gallego, directors, on what people can learn from the film:
Cristina Gallego:
"Likewise, as a capitalist society, they have been able to find the balance through the use of money and the negotiation of things. So, it does not matter how different they may be and how different they are with other communities because they have always been able to negotiate and find the balance between that. So, I think it's a movie that makes you examine many things. Not so much to demonize or to think that capitalism is a bad thing, but rather about the moment that things get lost out of balance."
THE ORCHARD
9. Film clip: "Birds of Passage"
STORYLINE:
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.