ETV Bharat / bharat

ଚିକ୍କଣ ସଡ଼କ ଦୁର୍ଘଟଣାର କାରଣ: ନନ୍ଦକିଶୋର

author img

By

Published : Sep 12, 2019, 7:13 PM IST

ନୂଆ ମୋଟର ଯାନ ଆଇନକୁ ନେଇ ବିଜେପି ନେତା ନନ୍ଦକିଶୋର ଯାଦବ କହିଛନ୍ତି ଏହି ମୋଟା ଅଙ୍କର ଫାଇନ ଲୋକଙ୍କୁ ସଡ଼କ ସମ୍ପର୍କରେ ସଚେତନ କରାଇବ । ସଡ଼କ ଦୁର୍ଘଟଣା ସମ୍ପର୍କରେ ସେ କହିଛନ୍ତି କି ଚିକ୍କଣ ରାସ୍ତା କାରଣରୁ ଦୁର୍ଘଟଣା ବଢୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାଞ୍ଚି: ନୂଆ ମୋଟର ଯାନ ଆଇନ ଲୋକଙ୍କୁ ସଚେତନ କରିବାକୁ ହୋଇଛି । କାହାର ଜୀବନ ହାନୀ ଅପେକ୍ଷା ସଚେତନ ହେବା ବଡ଼ କଥା । ଆଉ ଦୁର୍ଘଟଣାର ମୁଖ୍ୟ କାରଣ ଚିକ୍କଣ ସଡ଼କ ବୋଲି କହିଛନ୍ତି ବିଜେପି ନେତା ନନ୍ଦକିଶୋର ଯାଦବ ।

ବିହାରର ସଡ଼କ ଓ ପରିବହନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ନିର୍ବାଚନ ପ୍ରଭାରୀ ଦାୟିତ୍ବରେ ଅଛନ୍ତି ନନ୍ଦକିଶୋର ଯାଦବ। ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ନନ୍ଦକିଶୋର ଝାଡଖଣ୍ଡ ଗସ୍ତରେ ଯାଇ ସେ ପଲାମୁ ଓ ଗଢଓ୍ବା ମଣ୍ଡଳ ଅଧ୍ୟକ୍ଷଙ୍କ ସହିତ ବୈଠକ କରିଛନ୍ତି । ଉକ୍ତ ବୈଠକରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ବୈଠକ ମଧ୍ୟରେ ସେ ନୂତନ ଭାବେ ଅଣାଯାଇଥିବା ଟ୍ରାଫିକ ନିୟମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଏହି ନୂଆ ଆଇନ ଲୋକଙ୍କୁ ଟ୍ରାଫିକ ସମସ୍ୟା ସମ୍ପର୍କରେ ସଚେତନ କରାଇବା ପାଇଁ ହୋଇଛି । ଫାଇନ ଅପେକ୍ଷା ଲୋକଙ୍କ ଜୀବନ ମୂଲ୍ୟବାନ। ଫଳରେ ସରକାର ଏହି ମୋଟା ଅଙ୍କର ଫାଇନ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଏହି ମୋଟା ଅଙ୍କ ଫାଇନ ଭୟରେ ଲୋକେ ସଚେତନ ହେବେ ବୋଲି ସେ କହିଥିଲେ ।

ସେହିପରି ବିହାରରେ ବିଜେପି ଓ ଜେଡ଼ିୟୁର ମେଣ୍ଟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀଙ୍କ ସହିତ ଆମର ସମ୍ପର୍କ ମଧୁର ରହିଛି । ବିହାରରେ ସବୁକିଛି ଠିକଠାକ ଚାଲିଛି । ବିହାରରେ ବିକାଶର ପ୍ରସଙ୍ଗରେ ବିଜେପି ନିର୍ବାଚନ ଲଢିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି କି ଝାଡ଼ଖଣ୍ଡରେ ଟିକେଟ କାହାକୁ ମିଳିବ ତାହା ଦଳୀୟ କମିଟି ସ୍ଥିର କରିବ । ଧର୍ମ ପରିବର୍ତ୍ତନକୁ ନେଇ ସେ କହିଥିଲେ କି ରାଜ୍ୟରେ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଜରୁରୀ ବୋଲି ସେ କହିଥିଲେ ।

ସେହିପରି ଏନଆରସି ସମ୍ପର୍କରେ ସେ କହିଥିଲେ କି ଦେଶରେ ଅନୁପ୍ରବେଶକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ । ଆସାମରେ ଏନଆରସି ମାମଲାରେ ଯାହା ଘଟିଲା, ସେଥିରେ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ ଶାସନ କାଳରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ।

Intro:ट्रैफिक एक्ट में जुर्माना की राशि पर विचार करेगी झारखंड सरकार, बिहार के पथ मंत्री सह झारखंड भाजपा के सह चुनाव प्रभारी नंदकिशोर यादव ने कहा चिकनी सड़के दुर्घटना का कारण

नीरज कुमार । पलामू

ट्रैफिक एक्ट में जुर्माना की राशि पर विचार करेगी झारखंड की सरकार । केंद्र सरकार ने बढ़ती सड़क दुर्घटना को देखते हुए ट्रैफिक भारी जुर्माना का प्रावधान किया है ताकि लोग जुर्माना की डर कानून का लोग पालन करेंगे। यह बात बिहार सरकार के पथ निर्माण मंत्री सह झारखंड भाजपा के सह चुनाव प्रभारी नंदकिशोर यादव ने पलामू में मीडिया के समक्ष कही। वे पलामू और गढ़वा में मंडल अध्यक्षो के साथ बैठक कर रहे थे। उन्होंने प्रेस कॉन्फ्रेंस में कहा कि चिकनी सड़के मौत का कारण होती है। दुर्घटना के कई माँ की गोद सुनी हो जाती है।

Byte नंदकिशोर यादव 02/03

Body:नितीश कुमार के साथ नही है खटास सिर्फ मिठास ही मिठास

नंद किशोर यादव ने कहा कि बिहार के सीएम के साथ कोई खटास नही हैं। सिर्फ मिठास ही मिठास है। बिहार में सब कुछ ठीक चल रहा है। नंद किशोर यादव ने कहा कि झारखंड में भाजपा विकास के मुद्दे पर चुनाव लड़ेंगी। दूसरा कोई मुद्दा नही होगा। उन्होंने कहा कि झारखंड में टिकट विधानसभा कमिटी तय करेगी। चुनाव के दौरान टिकट को लेकर आगे की बात बताई जाएगी।

BYTE - नंदकिशोर यादव 04/06

Conclusion:धर्मपरिवर्तन करवाने वालो पर कानूनी कार्रवाई हो, घुसपैठियों के लिए कोई जगह नही

नंद किशोर यादव ने झारखंड में धर्मांतरण के मुद्दे पर बोलते हुए कहा कि राज्य में जबरन धर्मपरिवर्तन करवाया गया है। जबरन धर्मपरिवर्तन करवाने वालो के खिलाफ कानूनी कार्रवाई होनी चाहिए। उन्होंने एनआरसी के मुद्दे पर बोलते हुए कहा कि घुसपैठियों के लिए कोई जगह नही है। आसाम में एनआरसी मामले में जो हुआ वह भाजपा का नही है। कांग्रेस के शासन काल मे सुप्रीम कोर्ट ने एनआरसी को लेकर आदेश दिया था। कांग्रेस के शासन के दौरान ही एनआरसी को लेकर करवाई शुरू हुई।

Byte - नंदकिशोर यादव - 05
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.