ETV Bharat / bharat

ଆପ୍‌ ବିଧାୟକଙ୍କ ଉପରକୁ ଗୁଳିମାଡ, ଜଣେ ମୃତ

ଆମ ଆଦମୀ ପାର୍ଟି(ଆପ୍‌) ନବ ନିର୍ବାଚିତ ବିଧାୟକ ନରେଶ ଯଦାବଙ୍କ ଉପରକୁ ଆକ୍ରମଣ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ କିଛି ସନ୍ଦିଗ୍ଧ ଗୁଳି ଚଳାଇଛନ୍ତି ।

shots-fired-at-mehrauli-aap-mla-naresh-yadavs-convoy-one-killed
ଆପ୍‌ ବିଧାୟକଙ୍କ ଉପରକୁ ଗୁଳିମାଡ, ଜଣେ ମୃତ
author img

By

Published : Feb 12, 2020, 2:24 AM IST

Updated : Feb 12, 2020, 8:38 AM IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ) ନବ ନିର୍ବାଚିତ ବିଧାୟକ ନରେଶ ଯାଦବଙ୍କ ଉପରକୁ ଆକ୍ରମଣ । ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ କିଛି ସନ୍ଦିଗ୍ଧ ଗୁଳି ଚଳାଇଛନ୍ତି ।

  • Shots fired at AAP MLA@MLA_NareshYadav
    and the volunteers accompanying him while they were on way back from temple.

    At least one volunteer has passed away due to bullet wounds. Another is injured.

    — AAP (@AamAadmiParty) February 11, 2020 " class="align-text-top noRightClick twitterSection" data=" ">

ଘଟଣାରେ ଜଣେ ପାର୍ଟି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଘଟଣାକୁ ନେଇ ଆପ୍‌ ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ଉଲ୍ଲେଖଥାଉ କି, ଦିଲ୍ଲୀର ମେହେରାଉଲି ସିଟରୁ ନିର୍ବାଚିତ ହୋଇଛନ୍ତି ନରେଶ। ଦିଲ୍ଲୀ ନିର୍ବାଚନରେ 70ରୁ 62 ଆସନରେ ବିଜୟୀ ହୋଇ 3ୟ ଥର ଲାଗି ସରକାର ଗଢିବାକୁ ଯାଉଛି କେଜିରୱାଲଙ୍କ ଦଳ ଆପ୍‌।

Last Updated : Feb 12, 2020, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.