ETV Bharat / bharat

ଜାମ୍ମୁ-କାଶ୍ମୀରରୁ ହଟିଲା 144 ଧାରା

ଆଜି(ସୋମବାର) କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରରେ ଖୋଲିବ ସମସ୍ତ ସ୍କୁଲ କଲେଜ । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରରୁ ହଟିଲା 144 ଧାରା
author img

By

Published : Nov 11, 2019, 6:49 AM IST

ଶ୍ରୀନଗର: ଆଜି(ସୋମବାର) ଠାରୁ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରରେ ଖୋଲିବ ସମସ୍ତ ସ୍କୁଲ କଲେଜ । ଜାମ୍ମୁକାଶ୍ମୀରରେ 144 ଧାରା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଯାହା ଫଳରେ ସ୍ବାଭାବିକ ହେବ ସମସ୍ତ ଅଞ୍ଚଳ । କେବଳ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ମୁତୟନ ରହିଛନ୍ତି ।

ସୂଚନା ଅନୁସାରେ, ବିବାଦୀୟ ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ଜାମ୍ମୁକାଶ୍ମୀରରେ ଲାଗୁ ହୋଇଥିଲା 144 ଧାରା । ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ଏହାକୁ ଦୃଷ୍ଟିରେ ରଖି 144 ଧାରା ଲାଗୁ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ବାଗତ କରାଯିବା ପରେ ରବିବାର ଅପରାହ୍ନ ସୁଦ୍ଧା ଜାମ୍ମୁକାଶ୍ମୀରରେ ଧାରାକୁ ଉଠାଇ ଦିଆଯାଇଥିଲା । ତେଣୁ ଆଜି ଠାରୁ ପୁଣି ଥରେ ସ୍ବାଭାବିକ ହେବ ସମସ୍ତ ସ୍କୁଲ କଲେଜ ।

Intro:ମିକ୍କା ସିଂ ଙ୍କ ଗୀତ ରେ ଝୁମିଲେ ଶ୍ରୋତା।

ବଲିଉଡ ଗାୟକ ମିକ୍କା ସିଂ , ତାଙ୍କୁ ବା କିଏ ନ ଜଣେ। ନିଜର ମନ୍ତବ୍ୟ ଓ ଟିପ୍ପଣୀ କୁ ନେଇ ସେ ଯେତେ ଚର୍ଚ୍ଚା ରେ ଥାଆନ୍ତି ତାଙ୍କର ଗୀତ ମଧ୍ୟ ଯୁବ ପିଢି କୁ ବେଶ ଭଲ ଲାଗିଥାଏ।
ଆଜି ଓଡିଶା ର ରାଜଧାନୀ ଭୁବନେଶ୍ବର ରେ ପହଁଚି ଥିଲେ ଗାୟକ ମିକ୍କା ସିଂ । ଗାଇଲେ ଗୀତ ଅନ୍ୟ ପଟେ ଶୀତୁଆ ରାତି ରେ ଝୁମିଲେ ଦର୍ଶକ। ସନ୍ଧ୍ୟା ସମୟ ରେ ଭୁବନେଶ୍ୱର ସ୍ତିତ ଏସ୍କ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ଆଡିଟେରୀୟ ରେ ନିଜର ହିଟ ଗୀତ ଗାଇ ଦର୍ଶକ ଙ୍କ ମନ ଜିଣିଥିଲେ। ହିନ୍ଦୀ ଗୀତ ସହ ପଞ୍ଜାବି ଗୀତ ମଧ୍ୟ ମିକ୍କା ସିଂ ଗାଇ ଥିଲେ ଯାହା ଦର୍ଶକ ଙ୍କୁ ବେଶ ଛୁଇ ପାରି ଥିଲା।Body:ମିକ୍କା ସିଂ ଙ୍କ ଗୀତ ରେ ଝୁମିଲେ ଶ୍ରୋତା।

ବଲିଉଡ ଗାୟକ ମିକ୍କା ସିଂ , ତାଙ୍କୁ ବା କିଏ ନ ଜଣେ। ନିଜର ମନ୍ତବ୍ୟ ଓ ଟିପ୍ପଣୀ କୁ ନେଇ ସେ ଯେତେ ଚର୍ଚ୍ଚା ରେ ଥାଆନ୍ତି ତାଙ୍କର ଗୀତ ମଧ୍ୟ ଯୁବ ପିଢି କୁ ବେଶ ଭଲ ଲାଗିଥାଏ।
ଆଜି ଓଡିଶା ର ରାଜଧାନୀ ଭୁବନେଶ୍ବର ରେ ପହଁଚି ଥିଲେ ଗାୟକ ମିକ୍କା ସିଂ । ଗାଇଲେ ଗୀତ ଅନ୍ୟ ପଟେ ଶୀତୁଆ ରାତି ରେ ଝୁମିଲେ ଦର୍ଶକ। ସନ୍ଧ୍ୟା ସମୟ ରେ ଭୁବନେଶ୍ୱର ସ୍ତିତ ଏସ୍କ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ଆଡିଟେରୀୟ ରେ ନିଜର ହିଟ ଗୀତ ଗାଇ ଦର୍ଶକ ଙ୍କ ମନ ଜିଣିଥିଲେ। ହିନ୍ଦୀ ଗୀତ ସହ ପଞ୍ଜାବି ଗୀତ ମଧ୍ୟ ମିକ୍କା ସିଂ ଗାଇ ଥିଲେ ଯାହା ଦର୍ଶକ ଙ୍କୁ ବେଶ ଛୁଇ ପାରି ଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.