ETV Bharat / bharat

ମୋଦିଙ୍କ ‘କ୍ରିକେଟ କୂଟନୀତି’କୁ ପ୍ରଶଂସା କଲେ ସଚିନ - ପ୍ରଧାନମନ୍ତ୍ରୀ

ମାଳଦ୍ବୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ଦେଇଥିଲେ ଏକ ବ୍ୟାଟ । ଯେଉଁଥିରେ ଚଳିତ ବିଶ୍ବକପରେ ଖେଳୁଥିବା ଟିମ ଇଣ୍ଡିଆ ଖେଳାଳିର ହସ୍ତାକ୍ଷର ରହିଛି । ଯାହାକୁ ନେଇ ଏବେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର @narendramodi
author img

By

Published : Jun 11, 2019, 11:42 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଶଂସା କରିଛନ୍ତି କ୍ରକେଟର ଭଗବାନ ସଚିନ ତେନ୍ଦୁଲକର । କାରଣ ହେଉଛି ବିଗତ ଦିନରେ ମାଳଦ୍ବୀପରେ ମୋଦିଙ୍କ କ୍ରିକେଟ ପ୍ରଚାର ।

sachin, praises, pm modi, promoting, cricket, maldives, ପ୍ରଧାନମନ୍ତ୍ରୀ, ସଚିନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@sachin_rt

ଗତ ଜୁନ 8 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମାଳଦ୍ବୀପ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେ ଭେଟିଥିଲେ ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ । ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମୋହମ୍ମଦ ସୋଲି ଜଣେ ବଡ କ୍ରିକେଟ ପ୍ରଶଂସକ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ତୋଙ୍କୁ ବିଶ୍ବକପ ଖେଳୁଥିବା ଟିମ ଇଣ୍ଡିଆର ହସ୍ତାକ୍ଷର ଥିବା ଏକ କ୍ରିକେଟ ବ୍ୟାଟ ଉପହାର ସ୍ବରୁପ ପ୍ରଦାନ କରିଥିଲେ ।

ମାଳଦ୍ବୀପ ରାଷ୍ଟ୍ରପତିଙ୍କୁ ଏହି ବ୍ୟାଟ ଭେଟି ଦେଉଥିବା ବେଳର ଫଟୋକୁ ଟ୍ବିଟ କରିଥିଲେ ମୋଦି । ଯାହାକୁ ରିଟ୍ବିଟ କରି ସଚିନ ଓ ଲେଖିଛନ୍ତି, ‘‘କ୍ରିକେଟର ପ୍ରଚାର କରିଥିବାରୁ ଧନ୍ୟବାଦ ମୋଦି ଜୀ । ବିଶ୍ବକପ ଚାଲିଥିବା ବେଳେ କ୍ରିକେଟ କୂଟନୀତିର ଏହା ଏକ ଭଲ ଉଦାହରଣ । ଆଶା କରୁଛି ମାଳଦ୍ୱୀପ ମଧ୍ୟ ଖୁବ ଶୀଘ୍ର କ୍ରିକେଟ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.