ETV Bharat / bharat

ବସ-ଟ୍ରକ ମୁହାଁମୁହିଁ ଧକ୍କା; 5 ମୃତ, 20 ଆହତ - Road accident in jabalpur

ଉତ୍ତରପ୍ରଦେଶର ବରଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଦୁର୍ଘଟଣା । ବସ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

accident
ବସ ଟ୍ରକ ମୁହାଁ ମୁହିଁ ଧକ୍କା
author img

By

Published : Dec 22, 2019, 3:23 PM IST

ଭୋପାଳ: ଉତ୍ତରପ୍ରଦେଶର ବରଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ବସରେ 55 ଜଣ ଯାତ୍ରୀ ଥିବାବେଳେ ସେଥିମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 3 ଜଣ ପୁରୁଷ, ଜଣେ ମହିଳା ଓ ଜଣେ 8 ବର୍ଷର ବାଳିକା ଥିବା ଜଣାପଡିଛି । ଅନ୍ୟପଟେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନାମୁତାବକ, ପବନ ଏକ୍ସପ୍ରେସ ନାମକ ଏକ ବସ କଟନୀରୁ ଜବଲପୁର ଦେଇ ବାଲାଘାଟ ଯାଉଥିଲା । କିନ୍ତୁ ବରଗୀରେ ନିର୍ମାଣଧୀନ ଏକ ବ୍ରିଜରେ ଗୋଟିଏ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଶନିବାର ରାତି 12ଟା ସମୟରେ ହୋଇଥିଲା । ଧକ୍କା ଏତେ ଯୋରରେ ଥିଲା ଯେ, ବସଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି ।

ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଯାତ୍ରୀ ପୋଲିସକୁ ଫୋନ କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଖବରପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Intro:बरगी थाना अंतर्गत हाईवे पर देर रात एक बस और ट्रक में जोरदार टक्कर हो गई, पवन एक्सप्रेस की यह बस कटनी से जबलपुर होते हुए बालाघाट जा रही थी जिसमें करीब 55 यात्री सवार थे। बरगी के आगे निर्माणाधीन ब्रिज के पास एक ट्रक से टकरा गई। रात करीब 12 बजे हुई टक्कर इतनी जोरदार थी कि बस में सामने की ओर बैठे यात्री बुरी तरह जख्मी हो गए वहीं पीछे बैठी सवारियों में चीख-पुकार मच गई। Body:हादसे के तुरंत बाद वहां से गुजरने वाले वाहन रूके जिन्होंने पुलिस को सूचना दी साथ ही निजी वाहनों एवं 108 की मदद से घायलों को अस्पताल भिजवाने की कवायद शुरू की। मौके पर पहंुची पुलिस ने हादसे की जानकारी लेकर जांच शुरू कर दी है। पुलिस अधिकारियों ने बताया कि हाईवे पर निर्माण कार्य चलने के कारण सिर्फ एक ओर का रास्ता ही आने-जाने के लिए खुला था जिस पर बस चालक ने तेज रफ्तार से बस को दौड़ा दिया और सामने स़े आ रहे ट्रक को देखकर भी बस नियंत्रित नहीं कर पाया। इस हादसे में 8 साल की एक बच्ची, एक महिला और तीन पुरूष यात्रियों की मौत हो गई है वहीं एक दर्जन से ज्यादा यात्री गंभीर हालत में अस्पताल में भर्ती हैं। हादसे के दौरान करीब 20 यात्रियों को मामूली चोटें भी पहंुची थीं जिन्हें प्राथमिक उपचार के बाद घर भेज दिया गया है।
हाईवे निर्माण एजेंसी की लापरवाही भी बड़ा कारण
हादसे के बाद पहंुची पुलिस ने मामला दर्ज कर हादसे की विस्तृत जांच शुरू कर दी है। वहीं बताया जा रहा है कि हाईवे पर सड़क बनाने वाली एजेंसी द्वारा रात को सड़क के वनवे होने से संबंधित जानकारी के लिए कोई साइन नहीं बनाए थे जिससे वाहन चालक भ्रमित हो रहे थे।
मां-पिता को खो चुकी मासूम लड़ रही जिंदगी की जंग
इस पूरे हादसे का सबसे दुखद पहलू यह है कि हादसे में मृत हुए बालाघाट निवासी लेखीराम नागपुरे और तारा नागपुरे की 8 साल की मासूम विंध्या नागपुरे का पैर टूट गया है और वह भी जिंदगी की जंग लड़ रही है। लेखीराम और तारा दोनों ही शिक्षक थे जो कटनी में पदस्थ थे। अवकाश मिलने के बाद दोनों अपनी बेटी के साथ बालाघाट अपने घर लौट रहे थे। हादसे में घायल हुए अधिकतर यात्री शासकीय कर्मचारी बताए जा रहे हैं जो साप्ताहिक अवकाश मिलने के बाद अपने घरांे को लौट रहे थे।Conclusion:बहरहाल पुलिस इस मामले में भी जांच कर रही है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.