ETV Bharat / bharat

ହୁନୁର ଗ୍ଲୋବାଲ ଧନୀ ତାଲିକାରେ ଓଡିଆ ପୁଅ

author img

By

Published : Feb 26, 2020, 8:36 PM IST

ହୁନୁର ଗ୍ଲୋବାଲ ଧନୀ ତାଲିକାରେ ଓଡିଆ ପୁଅ ରିତେଶ ଅଗ୍ରୱାଲ । ଅଧିକ ପଢନ୍ତୁ...

AA
ହୁରୁନ ଗ୍ଲୋବାଲ ଧନୀ ତାଲିକାରେ ଓଡିଆ ପୁଅ

ହାଇଦ୍ରାବାଦ: ପ୍ରକାଶ ପାଇଛି ହୁନୁର ଗ୍ଲୋବାଲ ଧନୀ ତାଲିକା । ଏହାର ଯୁବ ବର୍ଗରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ରିତେଶ ଅଗ୍ରୱାଲ । ସେ ଓୟୋର ପ୍ରତିଷ୍ଠାତା । ହୋଟେଲ ସେବା କ୍ଷେତ୍ରରେ ବିପ୍ଳବ ଆଣିଥିବାବେଳେ ତାଙ୍କ ସମ୍ପତ୍ତି 1.1 ବିଲିଅନ ଡଲାର । ସେ ଯୁବ ଧନୀ ତାଲିକାରେ ଦ୍ବିତୀୟ ସ୍ଥାନ ପାଇଛନ୍ତି । ତାଙ୍କ ବୟସ 24 ବର୍ଷ ହୋଇଥିବାବେଳେ ଆମେରିକାର କିଲାଇ ଜୈନ(22 ବର୍ଷ) ପ୍ରଥମ ସ୍ଥାନ ପାଇଛନ୍ତି । ସେହିପରି ଇବାନ ସ୍ପାଇଜେଲ(29 ବର୍ଷ) ତୃତୀୟ ସ୍ଥାନରେ ଅଛନ୍ତି ।

ବିଶ୍ବ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ 9 ନଂ ସ୍ଥାନରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.