ETV Bharat / bharat

ମହିଳାଙ୍କ ପ୍ରତି ହିଂସା ପ୍ରସଙ୍ଗ: ନାରଙ୍ଗୀ ରଙ୍ଗରେ ଆଲୋକିତ ରାଷ୍ଟ୍ରପତି ଭବନ

author img

By

Published : Dec 10, 2019, 10:59 PM IST

ବିଶ୍ବରେ ବଢୁଥିବା ନାରୀ ନିର୍ଯ୍ୟାତନାର ସଚେତନତା ବାର୍ତ୍ତା ନେଇ ରାଷ୍ଟ୍ରପତି ଭବନ ନାରଙ୍ଗୀ ରଙ୍ଗରେ ଆଲୋକିତ ହୋଇଛି । ଅଧିକ ପଢନ୍ତୁ...

Rashtrapati Bhavan light up in orange
ନାରଙ୍ଗୀ ରଙ୍ଗରେ ସଜେଇ ହେଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ନାରଙ୍ଗୀ ରଙ୍ଗରେ ଆଲୋକିତ ହୋଇଛି ରାଷ୍ଟ୍ରପତି ଭବନ । ବିଶ୍ବରେ ବଢୁଥିବା ନାରୀ ନିର୍ଯାତନାର ସଚେତନତା ବାର୍ତ୍ତା ନେଇ ଭବନକୁ ଏଭଳି ରଙ୍ଗରେ ସଜେଇ ଦିଆଯାଇଛି । ସମାଜରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରର ସମାପ୍ତି କରିବାକୁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଏହା ଆୟୋଜନ କରାଯାଇଥାଏ । ତେବେ ଭାରତ ପ୍ରଥମ କରି ଏହି ଅଭିଯାନର ଅଂଶବିଶେଷ ହୋଇଛି ।

Rashtrapati Bhavan light up in orange
ଫଟୋ ସୌଜନ୍ୟ:ଟ୍ବିଟର@ANI

ଗତ କିଛିଦିନ ଧରି ଦେଶରେ ଆଲୋଡନ ସୃଷ୍ଟି କରିଛି ନାରୀ ନିର୍ଯ୍ୟାତନା ଘଟଣା । ଉନ୍ନାଓ ଘଟଣା ହେଉ କି ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା । ପ୍ରତି କ୍ଷେତ୍ରରେ ଏବେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । ଯାହାକୁ ସମାପ୍ତ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନ ମହିଳାଙ୍କ ସୁରକ୍ଷା ଦିଗରେ ସଚେତନତା ଆଣିବାକୁ ଏପରି ସଜେଇ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.