ETV Bharat / bharat

ସମସ୍ତ ରେକର୍ଡ ଭାଙ୍ଗିଲା ରାମାୟଣ, ଦର୍ଶକଙ୍କ ସଂଖ୍ୟା 7.7 କୋଟି - ramayan on doordarshan smashes viewer ship records worldwide

ଦେଶବ୍ୟାପି ତାଲାବନ୍ଦ ବେଳେ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିଲା ରାମାୟଣ । ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଘରେ ବାନ୍ଧି ରଖିବା । ଆଉ ପ୍ରସାରଣ ପରେ ଏହାର ଲୋକପ୍ରିୟତା ମଧ୍ୟ ଆଗଭଳି ପରିଲିକ୍ଷିତ ହୋଇଥିଲା । ବିଶ୍ବରେ ଏହାର ଦର୍ଶକଙ୍କ ସଂଖ୍ୟା 7.7 କୋଟିରେ ପହଞ୍ଚିଥିବା ନେଇ ଗୁରୁବାର ଟ୍ବିଟ କରି ସୂଚନା ଦେଇଛି ଡିଡି ଇଣ୍ଡିଆ ।

ସମସ୍ତ ରେକର୍ଡ ଭାଙ୍ଗିଲା ରାମାୟଣ, ଦର୍ଶକଙ୍କ ସଂଖ୍ୟା 7.7 କୋଟି

author img

By

Published : May 1, 2020, 11:36 AM IST

ନୂଆଦିଲ୍ଲୀ: ଲକଡାଉନରେ ଲୋକଙ୍କୁ ଘରେ ବାନ୍ଧି ରଖିବା ଓ ପୁରୁଣା ସ୍ମୃତିକୁ ସାଉଣ୍ଟିବା ପାଇଁ ଡିଡି ନ୍ୟାସନାଲରେ ପ୍ରସାରଣ ହୋଇଥିଲା ରାମାନନ୍ଦ ସାଗରଙ୍କ ରାମାୟଣ । ଆଉ ଲୋକେ ମଧ୍ୟ ଖୁବ ଉତ୍ସାହର ସହ ଏହାକୁ ଦେଖିଥିଲେ । ଆଉ ଏହି ଧାରାବାହିକ ଏବେ ସମସ୍ତ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି । ବିଶ୍ବରେ ଏହାର ଦର୍ଶକଙ୍କ ସଂଖ୍ୟା 7.7 କୋଟିରେ ପହଞ୍ଚିଥିବା ନେଇ ଗୁରୁବାର ଟ୍ବିଟ କରି ସୂଚନା ଦେଇଛି ଡିଡି ଇଣ୍ଡିଆ ।

ସମସ୍ତ ରେକର୍ଡ ଭାଙ୍ଗିଲା ରାମାୟଣ, ଦର୍ଶକଙ୍କ ସଂଖ୍ୟା 7.7 କୋଟି
ସମସ୍ତ ରେକର୍ଡ ଭାଙ୍ଗିଲା ରାମାୟଣ, ଦର୍ଶକଙ୍କ ସଂଖ୍ୟା 7.7 କୋଟି

ମାର୍ଚ୍ଚ 28ରେ ରାମାୟଣ ପ୍ରସାରଣ ହୋଇଥିଲା । ବିଶ୍ବରେ ସବୁଠାରୁ ଅଧିକ ଲୋକ ଦେଖିଥିବା ଧାରାବାହିକ କାର୍ଯ୍ୟକ୍ରମରେ ରାମାୟଣ ସାମିଲ ହୋଇଛି । ଏପ୍ରିଲ 16 ସୁଦ୍ଧା ଦର୍ଶକଙ୍କ ସଂଖ୍ୟା 7.7 କୋଟିରେ ପହଞ୍ଚିଛି । ଲକଡାଉନରେ ଯେବେଠୁ ରାମାୟଣ ପ୍ରସାରଣ ହୋଇଛି ସେବେଠାରୁ ଏହାର ଦର୍ଶକଙ୍କ ସଂଖ୍ୟାକୁ ନେଇ ଚର୍ଚ୍ଚା ହୋଇଆସୁଛି । ତେବେ ଡିଡି ଇଣ୍ଡିଆର ଏହି ଟ୍ବିଟର ସ୍ପଷ୍ଟ ହୋଇଛି ଯେ ପୂର୍ବରୁ ଏହାର ଲୋକପ୍ରିୟତା ଯେତିକି ଥିଲା ତାହା ଏବେ ମଧ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.