ETV Bharat / bharat

ପାରୋଲରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ - ନଳିନୀ ଶ୍ରୀହରନ

ଭେଲୋର ଜେଲରୁ ପାରୋଲରେ ଆସିଲେ ହତ୍ୟାକାରୀ ନଳିନୀ ଶ୍ରୀହରନ । ତେବେ ତାଙ୍କୁ ଏକ ମାସର ପାରୋଲ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 25, 2019, 12:37 PM IST

Updated : Jul 26, 2019, 2:15 AM IST

ଚେନ୍ନାଇ: ଝିଅ ବାହାଘର ପାଇଁ ପାରୋଲ ପାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ । ଭେଲୋର ଜେଲରୁ ତାଙ୍କୁ ପାରୋଲ ଦିଆଯାଇଛି । ତେବେ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କୁ ଏକ ମାସର ପାରୋଲ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

ମାଡ୍ରାସ ହାଇକୋର୍ଟ ନିଜ ଛୁଟି ଭିତରେ ନଳିନୀଙ୍କୁ ଭେଲୋରରେ ରହିବାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ଏହି ମାସକର ପାରୋଲ ମଧ୍ୟରେ କୌଣସି ରାଜନେତା କିମ୍ବା ମିଡିଆ ସହ ଆଲୋଚନା କରିପାରିବେ ନାହିଁ ।

ଗତବର୍ଷ ନଳିନୀଙ୍କୁ ତାଙ୍କ ପିତାଙ୍କ ଦେହାନ୍ତ କାରଣରୁ ଗୋଟିଏ ଦିନ ପାଇଁ ଛାଡ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ନଳିନୀଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା । ମାତ୍ର 24 ଏପ୍ରିଲ 2000ରେ ତାମିଲନାଡୁ ସରକାର ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ । ନଳିନୀ ଗତ 27 ବର୍ଷ ଧରି ଆଜୀବନ କାରାଦଣ୍ଡ ଭୋଗି ଆସୁଛନ୍ତି ।

Intro:Body:

Testing 789

Conclusion:
Last Updated : Jul 26, 2019, 2:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.