ETV Bharat / bharat

କଂଗ୍ରେସ ମୁକ୍ତ ଭାରତ ବିଜେପିର କଳ୍ପନା କରିବା ଭୁଲ୍: ଅଶୋକ ଗେହଲଟ - rajasthan cm ashok gehlot target bjp

ବିଜେପିକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ। ଗତ ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଗ କରି କହିଛନ୍ତି, ବିଜେପି କଂଗ୍ରେସ ମୁକ୍ତ ଭାରତ ବିଷୟରେ ଭାବିବା ଅନାବଶ୍ୟକ। କାରଣ କଂଗ୍ରେସ ଡିଏନଏ ଭାରତର ସଂସ୍କୃତି, ସଂସ୍କାର, ପରମ୍ପରା ସହିତ ମେଳ ଖାଉଛି।

ଫାଇଲ ଫଟୋ
author img

By

Published : Nov 20, 2019, 12:09 PM IST

ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ବିଜେପି କଂଗ୍ରେସ ମୁକ୍ତ ଭାରତ ବିଷୟରେ ଭାବିବା ଅନାବଶ୍ୟକ। କାରଣ କଂଗ୍ରେସ ଡିଏନଏ ଭାରତର ସଂସ୍କୃତି, ସଂସ୍କାର, ପରମ୍ପରା ସହିତ ମେଳ ଖାଉଛି ।

ଏଥିସହିତ ସେ କହିଛନ୍ତି ଯେ, ବିଜେପି ସରକାର କଣ କହେ ଏବଂ କଣ କରେ ତାହା ଭାରତର ଜନତାଙ୍କୁ ଜଣାପଡିବା ସହ ଜନତା ଏବେ ତାହା ସ୍ବୀକାର କରିବାକୁ ଲାଗିଲେଣି। ଏହାଛଡା ଏବେ ସମ୍ପୂର୍ଣ୍ଣ ଦେଶ ଆଉ ଏକ କଥାକୁ ମଧ୍ୟ ବୁଝିବାରେ ଲାଗିଛି।

ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ୍ ଶାହ ବାରମ୍ବାର ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ପ୍ରୟାୟ ଚଳାଇଛନ୍ତି। ମାତ୍ର ଗୁଜୁରାଟ ନିର୍ବାଚନ ପରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଏବେ ମହାରାଷ୍ଟ୍ର ନିର୍ବାଚନରେ ଜନତା ପ୍ରଧାନମନ୍ତ୍ରୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି କି ଭାରତକୁ କଂଗ୍ରେସ ମୁକ୍ତ କରିବାକୁ କଳ୍ପନା କରିବା ଭୁଲ୍ ।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.