ETV Bharat / bharat

ପାକିସ୍ତାନ ସମର୍ଥନରେ ସ୍ଲୋଗାନ: ନ୍ୟାୟିକ ହେପାଜତରେ କାଶ୍ମୀର ଯୁବକ

ଦେଶରେ ଦେଶ ବିରୋଧୀ ନାରାବାଜିର ଆଉ ଏକ ଘଟଣା । ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ କାଶ୍ମୀର ଯୁବକଙ୍କୁ ଗିରଫ କରିଛି ପୋଲିସ । ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇ ଅଭିଯୁକ୍ତ କାଶ୍ମୀରୀ ଛାତ୍ରଙ୍କ ଉପରେ ହୁବଲୀ କୋର୍ଟ ନ୍ୟାୟିକ ହେପାଜତ ଅବଧିକୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 2, 2020, 7:52 PM IST

ବେଙ୍ଗାଲୁରୁ: ଦେଶରେ ଦେଶ ବିରୋଧୀ ନାରାବାଜିର ଆଉ ଏକ ଘଟଣା । ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଅଭିଯୋଗରେ ଜଣେ କାଶ୍ମୀର ଯୁବକଙ୍କୁ ଗିରଫ କରିଛି ପୋଲିସ ।

ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଇ ଅଭିଯୁକ୍ତ କାଶ୍ମୀରୀ ଛାତ୍ରଙ୍କ ଉପରେ ହୁବଲୀ କୋର୍ଟ ନ୍ୟାୟିକ ହେପାଜତକୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଇ ଅଭିଯୁକ୍ତ କାଶ୍ମୀରୀ ଛାତ୍ରଙ୍କ ଉପରେ ହୁବଲୀ କୋର୍ଟ ନ୍ୟାୟିକ ହେପାଜତ ଅବଧିକୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅଭିଯୋଗରେ ଜାମିନ ଆବେଦନ କରିବାକୁ ସରକାରୀ ଓକିଲମାନଙ୍କୁ କୋର୍ଟ ଚାରି ଦିନର ସମୟ ଦେଇଛନ୍ତି ।

ପୂର୍ବରୁ ହବଲିର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ତିନି ଜଣ କାଶ୍ମୀରୀ ଛାତ୍ରଙ୍କୁ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେବା ଏବଂ ପୁଲୱାମା ଆକ୍ରମଣର ପ୍ରଥମ ବାର୍ଷିକୀ ଅବସରରେ ଭିଡିଓ ବାର୍ତ୍ତା ପଠାଇବା ଅଭିଯୋଗରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଆମିର, ବାସିଥ, ଥାଲିବ ଏହି ତିନି ଅଭିଯୁକ୍ତ, ବର୍ତ୍ତମାନ ବେଲାଗାଭିର ହିନ୍ଦଲାଗା ଜେଲରେ ଅଛନ୍ତି । ଫେବୃଆରୀ 17 ତାରିଖରୁ ସେମାନେ ନ୍ୟାୟିକ ହେପାଜତରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.