ETV Bharat / bharat

ବିଡି ସାବରକରଙ୍କ 133ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍‌

ବିଡି ସାବରକରଙ୍କ 133ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 28, 2019, 12:19 PM IST

ନୂଆଦିଲ୍ଲୀ: ବିଡି ସାବରକରଙ୍କ 133ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, 'ଭାରତ ମାର ସୁପୁତ୍ର ଏବଂ ଲୋକଙ୍କ ପ୍ରେରଣାର ସ୍ରୋତ ବୀର ସାବେରକରଙ୍କ ଜୟନ୍ତୀରେ ତାଙ୍କୁ ଶତଶତ ନମନ ।'

ବିନାୟକ ଦାମୋଦର ସାବରକର 1883 ମସିହା ମେ ମାସ 28 ତାରିଖରେ ମହାରାଷ୍ଟ୍ରର ନାସିକଠାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ସ୍ବତନ୍ତ୍ର ବୀର ସାବରକର ଭାବରେ ପ୍ରଖ୍ୟାତ ହୋଇଥିଲେ । ସେ ଜଣେ କ୍ରାନ୍ତିକାରୀ ଏବଂ ହିନ୍ଦୁ ରାଷ୍ଟ୍ରବାଦୀ ଥିଲେ । ଇଂରେଜ ମାନେ ତାଙ୍କୁ ଆଣ୍ଡାମାନ ନିକୋବର ଦ୍ବୀପର ସେଲ୍ୟୁଲାର ଜେଲରେ ବନ୍ଦୀ କରି ରଖିଥିଲେ । ତେଣୁ ଏହି ଅବସରରେ ଶନିବାର ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ପୋର୍ଟ ବ୍ଲେୟାର ସ୍ଥିତ ସେଲ୍ୟୁଲାର ଜେଲରେ ଐତିହାସିକ ବୀର ସାବେରକର ଜ୍ୟୋତିକୁ ପୁଣିଥରେ ପ୍ରଜ୍ବଳିତ କରିବେ ।

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.