ETV Bharat / bharat

କାରଗିଲ@20, ଶହୀଦଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ମୋଦି

author img

By

Published : Jul 27, 2019, 8:08 PM IST

କାରଗିଲ ଯୋଦ୍ଧାଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 26 ଏପ୍ରିଲରେ ସମଗ୍ର ଦେଶ ବିଜୟ ଦିବସ ପାଳିସାରିଥିବା ବେଳେ ଆଜି ସହିଦଙ୍କ ପରିବାରକୁ ପ୍ରଦାନ କରାଯାଉଛି ସମ୍ମାନ ।

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: କାରଗିଲ ବିଜୟକୁ ଗୁରୁବାର ପୁରିଛି 20 ବର୍ଷ । ଆଜି 20 ବର୍ଷର ପୂର୍ତ୍ତି ଉପଲକ୍ଷେ ପ୍ରଦାନ କରାଯାଉଛି ସମ୍ମାନ ।

KargilVijayDiwas
ଫଟୋ ସୌଜନ୍ୟ: ଏଏନ୍ଆଇ
KargilVijayDiwas
ଫଟୋ ସୌଜନ୍ୟ: ଏଏନ୍ଆଇ

ଦିଲ୍ଲୀର ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମରେ ଆୟୋଜନ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଯୋଗ ଦେଇଛନ୍ତି ନରେନ୍ଦ୍ର ମୋଦି। କାରଗିଲ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ଜବାନଙ୍କ ପରିବାର ଉପସ୍ଥିତ ରହିଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କାର୍ଯକ୍ରମରେ ଉପସ୍ଥିତ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.