ETV Bharat / bharat

ଜାତୀୟ ଲଳିତକଳା ଏକାଡେମୀ ପୁରସ୍କାର: 15ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି - Rashtrapati Bhavan

61 ତମ ଜାତୀୟ ଲଳିତ କଳା ଏକାଡେମୀ ଆଓ୍ବାର୍ଡ ଘୋଷଣା । କଳା କ୍ଷେତ୍ରରେ ନିଜର ଉତ୍କୃଷ୍ଠ ପ୍ରଦର୍ଶନ ପାଇଁ 15 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

ଜାତୀୟ ଲଳିତକଳା ଏକାଡେମୀ ପୁରସ୍କାର: 15ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ଜାତୀୟ ଲଳିତକଳା ଏକାଡେମୀ ପୁରସ୍କାର: 15ଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
author img

By

Published : Mar 4, 2020, 7:22 PM IST

ନୂଆଦିଲ୍ଲୀ: 61 ତମ ଜାତୀୟ ତଳିତ କଳା ଏକାଡେମୀ ଆଓ୍ବାର୍ଡ ଘୋଷଣା କରାଯାଇଛି । କଳା କ୍ଷେତ୍ରରେ ନିଜର ଉତ୍କୃଷ୍ଠ ପ୍ରଦର୍ଶନ ପାଇଁ 15 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଉତୀର୍ଣ୍ଣ ପ୍ରତିଭାଙ୍କୁ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।

କଳା କ୍ଷେତ୍ରରେ ଉତ୍କୃଷ୍ଠ ପ୍ରଦର୍ଶନ ପାଇଁ ତଳିତ କଳା ଏକାଡେମୀ ପୁରସ୍କାର ମିଳିଥାଏ । 1954ରେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଏହା ଏକ ସ୍ବତନ୍ତ୍ର ଅନୁଷ୍ଠାନ । ଭାରତୀୟ କଳାକୁ ଦେଶ ତଥା ଦେଶ ବାହାରେ ପରିଚିତ କରାଇବା ପାଇଁ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ।

61 ତମ ଜାତୀୟ ତଳିତ କଳା ଏକାଡେମୀ ସମ୍ମାନ ବିଜେତାଙ୍କ ନାମ:

  • ଅନୁପ କୁମାର ମୁଖାର୍ଜୀ(ଦିଲ୍ଲୀ)
  • ଡେଭିଡ ମତକର(କୋଲକାତା, ପଶ୍ଚିମବଙ୍ଗ)
  • ଦେବେନ୍ଦ୍ର କୁମାର ଖେରେ( ଭଦୋଦରା, ଗୁଜୁରାଟ)
  • ଦିନେଶ ପାଣ୍ଡ୍ୟା(ମୁମ୍ବାଇ, ମହାରାଷ୍ଟ୍ର)
  • ଫାରୁକ ଅହମଦ(24 ପ୍ରଗଣା, ପଶ୍ଚିମବଙ୍ଗ)
  • ହରିରାମ କୁମ୍ଭାଓ୍ବତ(ଜୟପୁର, ରାଜସ୍ଥାନ)
  • କେଶରୀ ନନ୍ଦନ ପ୍ରସାଦ(ଜୟପୁର, ରାଜସ୍ଥାନ)
  • ମୋହନ କୁମାର ଟି(ବେଙ୍ଗାଲୁରୁ, କର୍ଣ୍ଣାଟକ)
  • ରତନ କ୍ରିଷ୍ଣା ଶାହା(ମୁମ୍ବାଇ, ମହାରାଷ୍ଟ୍ର)
  • ସାଗର ବସନ୍ତ କାମ୍ବଲେ(ମୁମ୍ବାଇ, ମହାରାଷ୍ଟ୍ର)
  • ସତବିନ୍ଦର କୌର( ନୂଆଦିଲ୍ଲୀ)
  • ସୁନୀଲ ଥିରୁଭାୟୁର(ଏର୍ଣ୍ଣାକୁଲମ, କେରଳ)
  • ତେଜସ୍ବୀ ନାରାୟଣ ସୋନାଓ୍ବାନେ(ସୋଲାପୁର, ମହାରାଷ୍ଟ୍ର)
  • ୟଶପାଲ ସିଂହ(ଦିଲ୍ଲୀ)
  • ଯଶବନ୍ତ ସିଂହ(ଦିଲ୍ଲୀ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.