ETV Bharat / bharat

ନୂଆ ଶିକ୍ଷାନୀତି ସମ୍ବନ୍ଧରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମୋଦିଙ୍କ ଉଦବୋଧନ - ଆଜି 11ଟାରେ ଦେଶବାସୀଙ୍କୁ ମୋଦିଙ୍କ ଉଦବୋଧନ

ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନ 11 ଟାରେ ଇ-କନକ୍ଲେଭରେ ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ଇ-କନକ୍ଲେଭରେ ଉଚ୍ଚ ଶିକ୍ଷାରେ ହୋଇଥିବା ବିଭିନ୍ନ ପରିବର୍ତ୍ତନ ଉପରେ ବିଶେଷ ପ୍ରାଧାନ୍ୟ ରହିବ ।

ନୂଆ ଶିକ୍ଷାନୀତି ସମ୍ବନ୍ଧରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମୋଦିଙ୍କ ଉଦବୋଧନ

author img

By

Published : Aug 7, 2020, 10:54 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନ 11 ଟାରେ ଇ-କନକ୍ଲେଭରେ ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ଇ-କନକ୍ଲେଭରେ ଉଚ୍ଚ ଶିକ୍ଷାରେ ହୋଇଥିବା ବିଭିନ୍ନ ପରିବର୍ତ୍ତନ ଉପରେ ବିଶେଷ ପ୍ରାଧାନ୍ୟ ରହିବ । ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଛାତ୍ରସମାଜକୁ ଶିକ୍ଷା ନୀତିରେ ପରିବର୍ତ୍ତନ ଯୋଗୁଁ ଯୁବଗୋଷ୍ଠୀଙ୍କୁ କ’ଣ ଲାଭ ମିଳିବ ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଦେଶରେ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ଘୋଷିତ ହୋଇଛି । ଏହି ପ୍ରସଙ୍ଗରେ ଆଜି ଶିକ୍ଷା ମନ୍ତ୍ରାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ଇ-କନକ୍ଲେଭ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ 10 ଟାରେ ଆରମ୍ଭ ହୋଇଯାଇଥିବା ବେଳେ ମୋଦି 11 ଟାରେ ସମ୍ବୋଧନ ଭାଷଣ ରଖିବେ।

  • At 11 AM on Friday, 7th August, I would be addressing the ‘Conclave on Transformational Reforms in Higher Education under National Education Policy.’

    This conclave will emphasise on how the changes in India’s education sector will benefit youngsters. https://t.co/JkYXosI7WF

    — Narendra Modi (@narendramodi) August 6, 2020 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ନୂତନ ଶିକ୍ଷା ନୀତି, ଏଥିରୁ ଲାଭ, ଗବେଷଣା ଓ ଭବିଷ୍ୟତର ଶିକ୍ଷା ଉପରେ ଆଲୋଚନା କରିପାରନ୍ତି । ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଅନ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.