ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଆଗମନରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଜାଣନ୍ତୁ ପ୍ରତି ମିନିଟର କାର୍ଯ୍ୟକ୍ରମ

author img

By

Published : Aug 4, 2020, 4:53 PM IST

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶୁଭ ମହୁର୍ତ୍ତ ଆସିଯାଇଛି । ଆସନ୍ତାକାଲି ( ବୁଧବାର) ହେବା ଶିଳାନ୍ୟାସ ସମାରୋହ । ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । କଣ ରହିଛି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପଢନ୍ତୁ ଅଧିକ...

Pm narendra modi
Pm narendra modi

ଅଯୋଧ୍ଯା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶୁଭ ମହୁର୍ତ୍ତ ଆସିଯାଇଛି । ଆସନ୍ତାକାଲି(ବୁଧବାର) ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ସମାରୋହ ହେବ । ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ ଭିତ୍ତିପ୍ରସ୍ତର କରିବେ । ଏହା ପୂର୍ବରୁ ସମଗ୍ର ଅଯୋଧ୍ୟା ଏବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି) ର କବଜାରେ । ଅଯୋଧ୍ୟାର ସୀମା ସିଲ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ସୁରକ୍ଷା ବଳ । ଅଗଷ୍ଟ 5 ପର୍ଯ୍ୟନ୍ତ ଅଯୋଧ୍ୟାକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଏହାସହ ସ୍ଥାନୀୟ ଲୋକଙ୍କ ଯାତାୟାତା ପାଇଁ ପରିଚୟ ପତ୍ର ବାଧ୍ୟତା ମୂଳକ କରାଯାଇଛି ।

ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ 3 ଘଣ୍ଟା ପର୍ଯ୍ୟନ୍ତ ରହିବେ । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ କଣ ରହିଛି କାର୍ଯ୍ୟକ୍ରମ କେଉଁଠି କେତେ ସମୟ ରହିବେ ପ୍ରଧାନମନ୍ତ୍ରୀ ଦେଖନ୍ତୁ ।

ଅଗଷ୍ଟ 5 ସକାଳ ...

ସମୟ 9.35 ମିନିଟ- ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କୁ ଧରି ଉଡିବ ସ୍ବତନ୍ତ୍ର ବିମାନ

ସମୟ 10.35 ମିନିଟ- ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବ ସ୍ବତନ୍ତ୍ର ବିମାନ

ସମୟ 10.40 ମିନିଟ- ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟରରେ ଅଯୋଧ୍ୟ ଆଗମନ

ସମୟ 11.30 ମିନିଟ- ଅଯୋଧ୍ୟା ସାକେତ କଲେଜ ହେଲିପ୍ୟାଡରେ ଅବତରଣ ।

ସମୟ 11.40 ମିନିଟ- ହନୁମାନ ଗଢୀ ପହଞ୍ଚି 10 ମିନିଟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ।

ସମୟ ମଧ୍ୟାହ୍ନ 12 ଟା - ରାମଜନ୍ମଭୂମି ପରିସରକୁ ପ୍ରବେଶ, 10 ମିନିଟ ପର୍ଯ୍ୟନ୍ତ ରାମଲାଲଙ୍କୁ ଦର୍ଶନ ।

ସମୟ 12.15 ମିନିଟ- ରାମଲାଲାଙ୍କ ଜନ୍ମଭୂମି ପରିସରରେ ବୃକ୍ଷରୋପଣ ।

ସମୟ 12.30 ମିନିଟ - ଭୂମିପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭ ।

ସମୟ 12. 40 ମିନିଟ - ଆଧାର ଶିଳା ସ୍ଥାପନ

ସମୟ 1. 10 ମିନିଟ - ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜଙ୍କ ସମେତ ଟ୍ରଷ୍ଟିଙ୍କୁ ସାକ୍ଷାତ ଆଲୋଚନା । ଦେଶବାସୀଙ୍କୁ ଏକ ଘଣ୍ଟାଧରି ସମ୍ବୋଧନ ।

ସମୟ 2. 5 ମିନିଟ - ସାକେତ କଲେଜ ହେଲିପ୍ୟାଡ ଅଭିମୁଖେ ଆଗମନ ।

ସମୟ 2.20 ମିନିଟ ଲକ୍ଷ୍ନୌ ଅଭିମୁଖେ ହେଲିକେପ୍ଟର ଉଡାଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.