ETV Bharat / bharat

ଆଜି ମନ କି ବାତ୍‌ କାର୍ଯ୍ୟକ୍ରମର 70ତମ ସଂସ୍କରଣ

author img

By

Published : Oct 25, 2020, 7:34 AM IST

ଆଜି ’ମନ କି ବାତ’ କାର୍ଯ୍ୟକ୍ରମର 70 ତମ ସଂସ୍କରଣ । ପୂର୍ବାହ୍ନ 11 ସମୟରେ ରେଡିଓ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆଜି ମନ କି ବାତ୍‌ କାର୍ଯ୍ୟକ୍ରମର 70ତମ ସଂସ୍କରଣ
ଆଜି ମନ କି ବାତ୍‌ କାର୍ଯ୍ୟକ୍ରମର 70ତମ ସଂସ୍କରଣ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ । ପୂର୍ବାହ୍ନ 11 ସମୟରେ ଦେଶବାସୀଙ୍କୁ ନିଜର ମନ କଥା କହିବେ ପିଏମ ମୋଦି । ‘ମନ କି ବାତ’ କାର୍ଯ୍ୟକ୍ରମର 70 ତମ ସଂସ୍କରଣ ପାଇଁ ମୋଦି ଅକ୍ଟୋବର 10 ତାରିଖରେ ଜନତାଙ୍କ ପରାମର୍ଶ ଲୋଡିଥିଲେ ।

ମନ କି ବାତ କାର୍ଯ୍ୟକ୍ରମ ଏକ ବଡ ସୁଯୋଗ ଯେଉଁଠି ନିଜର ପ୍ରେରଣାଦାୟୀ ଯାତ୍ରା ଉପରେ ସାଧାରଣ ଜନତାଙ୍କୁ ଅବଗତ କରାଯାଇପାରିବ । ସମାଜରେ କିପରି ପରିବର୍ତ୍ତନ ଅଣାଯାଇପାରିବ ସେ ଦିଗରେ ଆଲୋଚନା କରିବାକୁ ମୋଦି ଟ୍ବିଟ ଯୋଗେ ଦେଶବାସୀଙ୍କ ଆହ୍ବାନ ଦେଇଥିଲେ । ଗତ ମନ କି ବାତ କାର୍ଯ୍ୟକ୍ରମରେ ମୋଦି କାହାଣୀ କହିବା ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ମନ କି ବାତ ଏକ ରେଡିଓ କାର୍ଯ୍ୟକ୍ରମ । ପ୍ରତି ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କ ସହ ଆଲୋଚନା କରିଥାନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.