ETV Bharat / bharat

ମେଡିକାଲରୁ ଖସି ମନ୍ଦିର ସାମ୍ନାରୁ ଧରାପଡିଲା କୋରୋନା ରୋଗୀ

ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ରାଜ୍ୟରେ କୋଭିଡ କେସ ଗ୍ରାଫ ବଢୁଛି । ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳରେ ଜଣେ କୋରୋନା ପଜିଟିଭ ମେଡିକାଲର ଝରକା ଭାଙ୍ଗି ଖସିପଳାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଏକ ମନ୍ଦିର ସାମ୍ନାରୁ ଉଦ୍ଧାର କରାଯାଇଥିଲା । ଅଧିକ ଖବର ପଢନ୍ତୁ...

author img

By

Published : Jul 23, 2020, 9:32 AM IST

ମେଡିକାଲରୁ ଖସିଯାଇ ମନ୍ଦିର ସାମ୍ନାରୁ ଉଦ୍ଧାର ହେଲା କୋରୋନା ରୋଗୀ

କୋଲକାତା: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ରାଜ୍ୟରେ କୋଭିଡ କେସ ଗ୍ରାଫ ବଢୁଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀକୁ ମୁକାବିଲା କରିବା ପାଇଁ ସତ ଚେଷ୍ଟା କରିଥିଲେ ମଧ୍ୟ କୋରୋନାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ସେହିଭଳି ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ।

ମାତ୍ର ଏହି ମହାମାରୀର ଲକ୍ଷଣକୁ ନଲୁଚାଇ ଟେଷ୍ଟ କରିବା ସହ ସଚେତନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ । ହେଲେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳରେ ଜଣେ କୋରୋନା ପଜିଟିଭ ମେଡିକାଲର ଝରକା ଭାଙ୍ଗି ଖସିପଳାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଏକ ମନ୍ଦିର ସାମ୍ନାରୁ ଉଦ୍ଧାର କରାଯାଇଥିଲା ।

ଖବର ପାଇବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ଦ୍ବାରା କୋରୋନା ରୋଗୀଙ୍କ ଉଦ୍ଧାର କରିବା ପରେ ପୁନଃ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.