ETV Bharat / bharat

ପୁଣି ପୁଞ୍ଚରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ - ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ

ମଙ୍ଗଳବାର ସକାଳ 6.30 ସମୟରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଅଧିକ ପଢନ୍ତୁ...

ପୁଞ୍ଚରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ
ପୁଞ୍ଚରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ
author img

By

Published : Jun 9, 2020, 9:02 AM IST

Updated : Jun 9, 2020, 12:54 PM IST

ପୁଞ୍ଚ: ପୁଣି ପାକିସ୍ତାନ ସେନାଙ୍କ ଅସ୍ତ୍ରବିରତି ଉଲ୍ଲଂଘନ । ଆଜି(ମଙ୍ଗଳବାର) ସକାଳୁ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପ୍ରବଳ ଗୁଳିଗୋଳା ବର୍ଷା କରିଛନ୍ତି । ଏହାର ଦୃଢ ଜବାବ ଦେଉଛନ୍ତି ଭାରତୀୟ ସେନା ।

ସୋମବାର ପାକିସ୍ତାନୀ ଟ୍ରୁପ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ଗୁଳି ମାଡ କରିଥିଲେ । ଏହାର କଡା ଜବାବ ଦେଇଥିଲେ ଭାରତୀୟ ସେନା ।

ପ୍ରତିରକ୍ଷା ମୁଖପାତ୍ର କହିଥିଲେ, ପ୍ରାୟ 1945 ଘଣ୍ଟା ମଧ୍ୟରେ ପାକିସ୍ତାନୀ ସେନା LOC ନିକଟବର୍ତ୍ତୀ ଖାରି ଖରିମାର ସେକ୍ଟରରେ ମୋର୍ଟାର ସହିତ ଛୋଟ ଅସ୍ତ୍ରରେ ଗୁଳି ବିନିୟମ କରିଥିଲେ। ସେପଟେ ପୁଞ୍ଚ ଜିଲ୍ଲାର ମନ୍ଦେର ସେକ୍ଟରରେ 3 ଜଣ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡିଛି ।

Last Updated : Jun 9, 2020, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.