ETV Bharat / bharat

2021 ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ସେପ୍ଟେମ୍ୱର 15

author img

By

Published : Aug 28, 2020, 8:53 PM IST

2021 ରେ ସାଧାରଣତନ୍ତ୍ର ଦିବସରେ ଘୋଷିତ ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ / ସୁପାରିଶ 1 ମଇ, 2020 ଠାରୁ ଆରମ୍ଭ ହୋଇଛି। ନାମାଙ୍କନପତ୍ରର ଶେଷ ତାରିଖ ହେଉଛି 15 ସେପ୍ଟେମ୍ବର, 2020 । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ / ସୁପାରିଶ କେବଳ ଅନଲାଇନରେ ଗ୍ରହଣ କରାଯିବ ।

2021 ପଦ୍ମ ପୁରସ୍କାର ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ସେପ୍ଟେମ୍ୱର 15

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ପୁରସ୍କାର 2021 ପାଇଁ ନାମାଙ୍କନ ରଖିବାକୁ ସରକାର ଶୁକ୍ରବାର ଘୋଷଣା କରିଛନ୍ତି। ମନ୍ତ୍ରଣାଳୟର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, 2021 ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ପାଇଁ ଅନଲାଇନ୍ ନାମାଙ୍କନ ଏବଂ ସୁପାରିଶ ଘୋଷଣା କରାଯିବ । ଏବଂ ଏହା 1 ମଇ 2020 ରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି 15 ସେପ୍ଟେମ୍ବର 2020 । ମନ୍ତ୍ରଣାଳୟ କହିଛି ଯେ ସମ୍ମାନଜନକ ପୁରସ୍କାର ପାଇଁ ନାମାଙ୍କନ / ସୁପାରିଶ କେବଳ ପଦ୍ମ ପୁରସ୍କାର ପୋର୍ଟାଲ https://padmaawards.gov.in ରେ ମିଳିବ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.