ETV Bharat / bharat

ସୁକମାରେ ଏନକାଉଣ୍ଟର, ଜଣେ ଯବାନ ଶହୀଦ

author img

By

Published : Feb 18, 2020, 9:18 PM IST

ଛତିଶଗଡର ସୁକମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୋଲିସର ଜଣେ ଯବାନ ଶହୀଦ । ଅଧିକ ପଢନ୍ତୁ...

ସୁକମାରେ ଏନକାଉଣ୍ଟର, ଜଣେ ସୁରକ୍ଷାକର୍ମୀ ଶହୀଦ

ରାୟପୁର: ଛତିଶଗଡର ସୁକମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ପୋଲିସ ଯବାନ ଶହୀଦ ହୋଇଛନ୍ତି । ଏନକାଉଣ୍ଟର ସମୟରେ କିଛି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ ସୁକମାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଥିଲା । ଏଥିରେ 24 ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ବେଳେ 12ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.