ETV Bharat / bharat

ପୁଣି କୋରୋନା ନେଲା ଆଉ ଜଣେ ପୋଲିସ ଅଧିକାରୀଙ୍କ ଜୀବନ

author img

By

Published : May 16, 2020, 11:37 AM IST

ମହାରାଷ୍ଟ୍ର ମୁମ୍ବାଇରେ ଜଣେ 57 ବର୍ଷୀୟ ପୋଲିସ ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ 10 ଜଣ ପୋଲିସ ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଲାଣି ।

corona
ପୁଣି କୋରୋନା ନେଲା ଆଉ ଜଣେ ପୋଲିସ ଅଧିକାରୀଙ୍କ ଜୀବନ

ମୁମ୍ବାଇ: କୋରୋନା ନେଲା ଆଉ ଜଣେ ପୋଲିସ ଅଫିସରଙ୍କ ଜୀବନ । ମହାରାଷ୍ଟ୍ର ମୁମ୍ବାଇରେ ଜଣେ 57 ବର୍ଷୀୟ ପୋଲିସ ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ 10 ଜଣ ପୋଲିସ ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଲାଣି ।

ସୂଚନା ଅନୁଯାୟୀ, କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମଧୁକର ମାନେଙ୍କୁ ମୋଟର ପରିବହନ ବିଭାଗ 15 ଦିନ ଛୁଟିରେ ପଠାଯାଇଥିଲା।

ବର୍ତ୍ତମାନ ସୁଦ୍ଧା କୋରୋନାରେ ମହାରାଷ୍ଟ୍ରରେ 10 ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ 7 ଜଣ ମୁମ୍ବାଇ, ସୋଲାପୁର, ନାସିକ ଏବଂ ପୁନେରେ ଜଣେ ଲେଖାଏଁ ପୋଲିସ ଅଧିକାରୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.