ETV Bharat / bharat

ଭଲ କାମ କରୁଛି ଅରବିଟର; କେ ଶିବନ

author img

By

Published : Sep 26, 2019, 5:10 PM IST

ଅରବିଟର ତା'ର କାମ ବହୁତ ଭଲ ଭାବରେ କରୁଛି । ସମସ୍ତ ପ୍ଲେ ଲୋଡ ଅପରେନସନ ସଠିକ ଭାବରେ କାମ କରୁଛି । ଚନ୍ଦ୍ରଯାନ-2କୁ ନେଇ ଇସ୍ରୋ ମୂଖ୍ୟ କେ ଶିବନ ଦେଇଛନ୍ତି ସୂଚନା ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-2 କୁ ନେଇ ଇସ୍ରୋ ମୂଖ୍ୟ କେ ଶିବନ ଦେଇଛନ୍ତି ସୂଚନା । ଅରବିଟର ତା'ର କାମ ବହୁତ ଭଲ ଭାବରେ କରୁଛି । ସମସ୍ତ ପ୍ଲେ ଲୋଡ ଅପରେନସନ ସଠିକ ଭାବରେ କାମ କରୁଛି । ଏପର୍ଯ୍ୟନ୍ତ ଲ୍ୟାଣ୍ଡର ଠାରୁ କୌଣସି ସିଗନାଲ ମିଳି ପାରିନାହିଁ । କିନ୍ତୁ ଅରବିଟର କାମ କରୁଛି ବୋଲି କହିଛନ୍ତି ଶିବନ ।

ଲ୍ୟାଣ୍ଡର ସହ କେମିତି ଓ କାହିଁକି ସମ୍ପର୍କ ଛିନ୍ନ ହେଲା ଏନେଇ ଏକ ରାଷ୍ଟ୍ରୀୟ ସ୍ତର କମିଟି ତର୍ଜମା କରୁଥିବା କହିଛନ୍ତି ଇସ୍ରୋ ମୂଖ୍ୟ । କମିଟି ଏହି ବିଷୟରେ ରିପୋର୍ଟ ଦେବା ପରେ ହିଁ ଭବିଷ୍ୟତରେ କ'ଣ ପ୍ଲାନ କରାଯିବ ଏନେଇ ନିଷ୍ପତ୍ତି ନିଆଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.