ETV Bharat / bharat

ଟ୍ରୋଲର୍ସଙ୍କୁ ଟ୍ରୋଲ କରିବ ପର୍ପଲ ହାର୍ଟ - ସୋସିଆଲ ମିଡିଆ

ବନ୍ଧୁତ୍ବ ଦିବସରେ ଚାରିଆଡେ ସେଲିବ୍ରେସନର ମାହୋଲ । ଏହି ଭଳି ଦିନରେ ଏକ ଚକୋଲେଟ ଆରମ୍ଭ କରିଛି ଏକ ନିଆରା ପ୍ରୟାସ । ଯେଉଁଥିରେ ଟ୍ରୋଲର୍ସଙ୍କୁ ଟ୍ରୋଲ କରିବା ପାଇଁ କରାଯାଇଛି କିଛି ନିଆରା ପ୍ରୟାସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 4, 2019, 3:55 PM IST

ହାଇଦ୍ରାବାଦ: ବନ୍ଧୁତ୍ବ ଦିବସରେ ଚାରିଆଡେ ସେଲିବ୍ରେସନର ମାହୋଲ । ଯୁବପୀଢି ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆରମ୍ଭ କରିଛନ୍ତି ସବୁ ପ୍ରକାର ପ୍ରୟାସ । କିଏ କେକ୍‌ କାଟୁଛି ତ କିଏ ଚକୋଲେଟ ଦେଇ ମନ ଖୁସି କରୁଛି ବନ୍ଧୁର । ତେବେ ବନ୍ଧୁତ୍ବ ଦିବସ ଭଳି ଦିନରେ ଗୋଟିଏ ଚକୋଲେଟ ବ୍ରାଣ୍ଡ ଆରମ୍ଭ କରିଛି ଏକ ନିଆରା ପ୍ରୟାସ । ଯେଉଁଥିରେ ଟ୍ରୋଲର୍ସଙ୍କୁ ଟ୍ରୋଲ କରିବା ପାଇଁ କରାଯାଇଛି କିଛି ନିଆରା ପ୍ରୟାସ ।

ବନ୍ଧୁତ୍ବ ଦିବସରେ ବନ୍ଧୁର ମନ ଜାଣି ଗୋଟିଏ ବନ୍ଧୁ ନେଇଥାଏ ଅନେକ ଶପଥ । ବନ୍ଧୁଟିର ଖୁସି ଦେଖିବା ପାଇଁ କିଛି ବି କରିପାରେ ବନ୍ଧୁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ବେଳେ ଅସୁରକ୍ଷିତ ହେବାରେ ଲାଗିଛି ବ୍ୟକ୍ତିଗତ ଜୀବନ । ଅଯଥା କମେଣ୍ଟ ଦେଇ ଟ୍ରୋଲ କରିବାକୁ ପଛାଉ ନାହାନ୍ତି ଲୋକେ ।

ଏପରି ସ୍ଥିତିରେ ବନ୍ଧୁତ୍ବ ଦିବସରେ ବନ୍ଧତ୍ବ ପାଳନ କରିବାକୁ ଯାଇ ଏକ ନୂଆ ଆଇଡିଆ ଆଣିଛି ଏହି ଚକୋଲେଟ। ସୋସିଆଲ ମିଡିଆରେ ଦିନକୁ ଦିନ ବଢୁଥିବା ଟ୍ରୋଲିଂ ଟ୍ରେଣ୍ଡକୁ ଦମନ କରିବା ପାଇଁ ଆରମ୍ଭ କରିଛି ଅଭିଯାନ #ହାର୍ଟଦହେଟ (#HeartThehate) । ଏହାର ଉଦ୍ଦେଶ୍ୟ ରହିଛି କି ଯଦି କୌଣସି ୟୁଜର୍ସ ସୋସିଆଲ ମିଡିଆରେ କାହାକୁ ଟ୍ରୋଲ କରନ୍ତି ତେବେ ପର୍ପଲ ହାର୍ଟର ବ୍ୟବହାର କରି ଆପଣ ତାକୁ ବିରୋଧ ପ୍ରଦର୍ଶନ କରିପାରିବେ ।

ତେବେ ଏହି ପର୍ପଲ ହାର୍ଟକୁ ସେପର୍ଯ୍ୟନ୍ତ ପୋଷ୍ଟ କରନ୍ତୁ ଯେପର୍ଯ୍ୟନ୍ତ ଟ୍ରୋଲର ଟ୍ରୋଲ କରିବା ବନ୍ଦ ନ କରିଦିଏ । ବନ୍ଧୁତ୍ବ ଦିବସରେ କାର୍ଡବରିର ଏହି ସୁନ୍ଦର ପ୍ରୟାସ ନିଶ୍ଚୟ ଭାବେ ପ୍ରଶଂସାଯୋଗ୍ୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.