ETV Bharat / bharat

550 କେଜି ଗଞ୍ଜେଇ ସହ 4 ଗିରଫ

ବିହାରରର ମୁଜାଫରପୁରରୁ 550 କିଲୋଗ୍ରାମ ଗଞ୍ଜେଇ ଜବତ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : May 10, 2019, 12:08 PM IST

Updated : May 10, 2019, 6:34 PM IST

ପାଟନା: 550 କିଲୋଗ୍ରାମ ଗଞ୍ଜେଇ ସହ 4 ଜଣଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟୋଲ ବ୍ୟୁରୋ (ଏନସିବି) । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଜିଲ୍ଲାରେ।

ଏନସିବି ଜୋନାଲ ଅଧ୍ୟକ୍ଷ ତ୍ରିଲୋକ ନାଥ ସିଂଙ୍କ ସୂଚନା ଅନୁଯାୟୀ, ଗୁରୁବାର ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏକ ଗଞ୍ଜେଇ ଭରା ଟ୍ରକଟି ଅଗରତାଲାରୁ ବିହାର ଅଭିମୁଖେ ବାହାରୁଛି । ଏହାପରେ ଯାଞ୍ଚ ପକ୍ରିୟା ଦ୍ବାରା ଟ୍ରକଟିକୁ ଅଟକାଇ ତଦନ୍ତ କରାଯାଇଥିଲା ।

ଯାହାଫଳରେ ଟ୍ରକରୁ 550 କିଲୋଗ୍ରାମ ଜବତ କରାଯାଇଥିଲା । ଏଥିସହ ଏହି ମାମଲାରେ 4 ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ହୋଇଥିବା 4ଜଣ ଅଭିଯୁକ୍ତଙ୍କ ଠିକଣା ମିଳିନଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି।

ଫାନି ରେ ମନି,ଲୁଟୁଛନ୍ତି ଅଟୋ ଡ୍ରାଇଭର
ଫାନିରେ ମୌକାରେ ଅଟୋ ଡ୍ରାଇଭର ମାଲମାଲ। ମୋକାର ଛୌକା ମାରି ଲୁଟୁଛନ୍ତି ଅଟୋ ଡ୍ରାଇଭର। ପାଂଚବକିଲୋମିଟର ଯିବାକୁବପାଂଚ ଶହ ଟଙ୍କା କରୁଛନ୍ତି ଦାବି। ମନାଗଲେ କଷ୍ଟମରବଲହ ମୀଳିମିଶି ଝଗଡା କରୁଛନ୍ତିନଅଟୋ ଡ୍ରାଇଭର। ଏମିତିନଘଟଣା ଏବେ ରାଜଧାନିର ବିଭିନ୍ନ ଗଳିବକନ୍ଦି ଛକ ଉପରେ ଘଟୁଛି। ଏପରିକି ସରକାରି ବସ ସେବା ସତ୍ବେ ଯେଉଁ ସ୍ଥାନକୁ ବସ ସେବାନନାହିଁ ବା ଜରୁରି ପରିସ୍ଥିତି ନଚେତ ଲାଇନନଅଟୋ ବାଲା ବି ୨୦ ଜାଗାରେ ୫୦ ,ଭଡା କଲେ ୨୦୦ ଜାଗାରେ ୫୦୦ ଦାବି କରୁଛନ୍ତି। ଯାହାକୁ ନେଇ ଷ୍ଟୁଡେଣ୍ଟ,ରୋଗି,ବୟସ୍କ ,ଯୁବତିନଓ ମହିଳାଙ୍କ ସହ ଚାକିରିଆ ଲୋକେ ୭ଇରାଣ ହେଉଛନ୍ତି। ଯାହାକୁ ନେଇନଇଟିଭ ଜରିଆରେ ପ୍ରଶାସନ ଏସବୁଉପରେ ନଜର ଦେବାକୁ କହିଛନ୍ତି।
Byte-manoj patra
Byte-subrat sahoo
Last Updated : May 10, 2019, 6:34 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.