ETV Bharat / bharat

ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ

ବୁଧବାର ରାତିରେ କର୍ଣ୍ଣାଟକର ବିଡର ଜିଲ୍ଲାର ହୁମନାବାଦ ନିକଟରେ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।

ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ
ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ
author img

By

Published : Sep 3, 2020, 5:52 PM IST

ବେଙ୍ଗାଲୁରୁ: ବୁଧବାର ରାତିରେ କର୍ଣ୍ଣାଟକର ବିଡର ଜିଲ୍ଲାର ହୁମନାବାଦ ନିକଟରେ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ।

ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ 17 ଯାତ୍ରୀ

ଘରୋଇ ବସ୍ ଧୁମାସାନୁର ନିକଟରେ ପହଞ୍ଚିଥିଲା । ହଠାତ୍ ବସର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ତୁରନ୍ତ ବସ୍ ଅଟକାଇଥିଲେ । ଏହାପରେ ଗାଡିରୁ 17 ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାରି ଆସିଥିଲେ । ବସଟି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.