ETV Bharat / bharat

25 ଲକ୍ଷ ଚୌକିଦାରଙ୍କୁ ସମ୍ବୋଧନ କରିବେ ମୋଦି - chowkidar

ଆଜି ମୋଦି ଅପରାହ୍ନ 4ଟା 30ରେ ଦେଶର 25 ଲକ୍ଷ ଚୌକିଦାରଙ୍କୁ ସମ୍ବୋଧନ କରିବେ। ଏହାସହ ଏମାନଙ୍କୁ ସେ ହୋଲିର ଶୁଭକାମନା ଦେବେ। ହୋଲିର ବିଭିନ୍ନ ରଙ୍ଗ ସେ ସେମାନଙ୍କ ସହ ସେୟାର କରିବେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@BJP4India
author img

By

Published : Mar 20, 2019, 12:10 PM IST

Updated : Mar 20, 2019, 12:20 PM IST

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ଓ ପ୍ରସାରରେ ମାତିଛନ୍ତି ସମସ୍ତ ରାଜନୈତିକ ଦଳ। ଏହି ଅବସରରେ ନିଜ ‘ମେଁ ଭି ଚୌକିଦାର’ ଅଭିଯାନକୁ ଜୋରଦାର କରଛି ବିଜେପି। ଆଜି ଅପରାହ୍ନରେ ଅଡିଓ ବ୍ରିଜ ଟେକ୍ନୋଲୋଜି ଦ୍ବାରା ଦେଶର ୨୫ ଲକ୍ଷ ଚୌକିଦାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ପ୍ରଦାନ କରିବେ।

  • प्रधानमंत्री श्री @narendramodi कल बुधवार, 20 मार्च 2019 को सायं साढ़े चार बजे होली के शुभ अवसर पर ऑडियो ब्रिज के माध्यम से देश भर में लगभग 25 लाख चौकीदारों को संबोधित करेंगे एवं उनके साथ होली के रंग साझा करेंगे. pic.twitter.com/e5KNOAxfPX

    — BJP (@BJP4India) March 19, 2019 " class="align-text-top noRightClick twitterSection" data=" ">

କିଛି ଦିନ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ସାରା ଦେଶରେ ଲୋକପ୍ରିୟ ପାଲଟିଛି। ନିଜ ନାମ ଆଗରେ ଚୌକିଦାର ଲଗାଇ ଟ୍ବିଟରରେ ସମସ୍ତେ ନାମ ପରିବର୍ତ୍ତନ କରୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟ ହ୍ୟାଣ୍ଡେଲରେ ‘ଚୌକିଦାର’ ଯୋଗ କରିବା ପରେ ଗତ ଶନିବାର ବିଜେପି ପାର୍ଟି ‘ମେଁ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିଲା। ଏଥିପାଇଁ ଦଳ ଏକ ଗୀତ ମଧ୍ୟ ରିଲିଜ କରିଥିଲା । ଯାହା ଲୋକଙ୍କ ମଧ୍ୟରେ ଖୁବ ଆଦୃତ ହୋଇଥିଲା।

ଏହି ଅବସରରେ ଆଜି ମୋଦି ଅପରାହ୍ନ 4ଟା 30ରେ ଦେଶର 25 ଲକ୍ଷ ଚୌକିଦାରଙ୍କୁ ସମ୍ବୋଧନ କରିବେ। ଏହାସହ ଏମାନଙ୍କୁ ସେ ହୋଲିର ଶୁଭକାମନା ଦେବେ। ହୋଲିର ବିଭିନ୍ନ ରଙ୍ଗ ସେ ସେମାନଙ୍କ ସହ ସେୟାର କରିବେ। ଅଡିଓ ବ୍ରିଜ ଟେକ୍ନୋଲୋଜି ଦ୍ବାରା ମୋଦି ଏହି ଚୌକିଦାରଙ୍କ ସହ ଯୋଡି ହେବେ । ତେବେ ଏଥିପାଇଁ ଆଜି ବିଜେପି ପକ୍ଷରୁ ‘ମେଁ ଭି ଚୌକିଦାର’ କଲର ଟ୍ୟୁନ ଲଞ୍ଚ ହୋଇଛି।

ପୁଣି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ମୋଦି ପୁଣିଥରେ ଦେଶର ଚୌକିଦାରଙ୍କ ସହ ଯୋଡି ହେବେ। ୫୦୦ଟି ସ୍ଥାନର ନିରାପତ୍ତା କର୍ମଚାରୀଙ୍କୁ ସେ ଭିଡିଓ କନଫରେନ୍ସ ଯୋଗେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ‘ମେଁ ଭି ଚୌକିଦାର’ ୨୦ ଲକ୍ଷ ଥର ହ୍ୟାସ ଟାଗ୍‌ ହେବା ସହ ଟ୍ବିଟ ହୋଇ ଏକ ଗଣ ଆନ୍ଦୋଳନ ପାଲଟିଲାଣି। ଏହାକୁ 1 କୋଟି ଲୋକ ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି।

Intro:Body:

Amaravati: Popular telugu actor Pawan Kalyan's Jana Sena Party, which is making its political debut this year, released its third list of candidates for the Lok Sabha and Assembly polls in Andhra Pradesh.

The list included 13 names for the Assembly seats, and a solitary candidate for the Lok Sabha polls.

Seeking to emerge as a potent third force in the state, the Jana Sena has teamed up with the Bahujan Samaj party, the CPI and the CPI-M for the April 11 polls to Lok Sabha and the Andhra Pradesh Assembly.

The Jana Sena will contest 140 out of 175 Assembly and 18 out of 25 Lok Sabha seats.

BSP has been given three Lok Sabha and 21 Assembly seats, CPI and CPI-M two Lok Sabha and seven assembly seats each, as part of the agreement

Conclusion:
Last Updated : Mar 20, 2019, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.