ETV Bharat / bharat

ଗୁଜୁରାଟରେ 3ୟ କୋରୋନା ପଜେଟିଭ ଚିହ୍ନଟ

ଗୁଜୁରାଟରେ ପୁଣି ଆଉ ଏକ କୋରୋନା ସଂକ୍ରମିତ ଚିହ୍ନଟ । ଗୁଜୁରାଟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି ।

author img

By

Published : Mar 20, 2020, 6:42 AM IST

corona positive
corona positive

ଗାନ୍ଧୀନଗର: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁଜୁରାଟରେ ପୁଣି ଆଉ ଏକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଗୁଜୁରାଟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି ।

କୋରୋନା ଟେଷ୍ଟରେ ଅହମଦାବାଦର 21ବର୍ଷୀୟ ଯୁବତୀଙ୍କ ରକ୍ତନମୁନା ପଜେଟିଭ ଆସିଛି । ସେ ୟୁଏଏସ୍‌ରୁ ଏୟାର ଇଣ୍ଡିଆ ଯୋଗେ ଭାରତକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.