ETV Bharat / bharat

ମୋଦି ଶରଣାର୍ଥୀଙ୍କ ପାଇଁ ଭଗବାନ ସଦୃଶ: ଶିବରାଜ ସିଂ ଚୌହାନ - shivraj singh chauhan statement on citizen amendment bill

ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

citizen amendment bill
ଫାଇଲ ଫଟୋ
author img

By

Published : Dec 12, 2019, 11:26 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କହିଛନ୍ତି, ମୋଦିଜୀ ଶରଣାର୍ଥୀଙ୍କ ପାଇଁ ଭଗବାନ ସଦୃଶ । ଏଭଳି ଐତିହାସିକ ବିଲ୍ ପାରିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି ।

ଏଥିସହ ସେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ସମସ୍ତ ସାଂସଦମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛନ୍ତି । ଏହାଛଡା ଶିବରାଜ ସିଂ ଚୌହାନ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି କଂଗ୍ରେସ ଏବଂ ଇମ୍ରାନ ଖାନ ଗୋଟିଏ ଭାଷା କହୁଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.