ETV Bharat / bharat

ଗାଙ୍ଗୁଲିଙ୍କୁ ସାକ୍ଷାତ କଲେ ମମତା-ଧନଖର

ଉଡଲ୍ୟାଣ୍ଡସ ହସ୍ପିଟାଲରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖର । ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଉଭୟ । ଅଧିକ ପଢନ୍ତୁ...

Mamata-Dhankhar met Sourav Ganguly
Mamata-Dhankhar met Sourav Ganguly
author img

By

Published : Jan 2, 2021, 7:15 PM IST

Updated : Jan 2, 2021, 8:33 PM IST

କୋଲକାତା: ଉଡଲ୍ୟାଣ୍ଡସ ହସ୍ପିଟାଲରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖର । ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଉଭୟ । ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟପାଳ । ଦାଦା ସୁସ୍ଥ ଅଛନ୍ତି ଓ କଥାବାର୍ତ୍ତା କରିପାରୁଥିବା ସେ ସୂଚନା ଦେଇଛନ୍ତି ।

Mamata-Dhankhar met Sourav Ganguly
ଗାଙ୍ଗୁଲିଙ୍କୁ ସାକ୍ଷାତ କଲେ ମମତା-ଧନଖର
ହସ୍ପିଟାଲରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଏହାସହ ପରିବାର ସଦସ୍ୟ ସହ ଆଲୋଚନା କରିଥିବା ମଧ୍ୟ ରାଜ୍ୟପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗାଙ୍ଗୁଲିଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି । ଗାଙ୍ଗୁଲି ସୁସ୍ଥ ଅଛନ୍ତି ଓ ସେ ମମତାଙ୍କ ସହା କଥା ହୋଇଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଡାକ୍ତରଙ୍କ କଥା ହୋଇଥିବା ସେ କହିଛନ୍ତି । ପ୍ରକାଶଥାଉକି, ଘରେ ଜିମ୍ କରୁଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ ଦାଦା । ପରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2021, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.