ETV Bharat / bharat

ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ମିନାକ୍ଷୀ ମନ୍ଦିର - ସ୍ବଚ୍ଛ ଆଇକୋନିକ ସ୍ଥାନରେ ସାମିଲ

ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ସାମିଲ ହୋଇଛି ତାମିଲନାଡୁର ମଦୁରାଇସ୍ଥିତ ମିନାକ୍ଷୀ ମନ୍ଦିର। ଦ୍ବିତୀୟ ଥର ପାଇଁ ଏହି ସମ୍ମାନର ଅଧିକାରୀ ହୋଇଛି ଏ ମନ୍ଦିର। ପରିସରରେ ସ୍ବଚ୍ଛତା ଯୋଗୁଁ ଗତବର୍ଷ ମଧ୍ଯ ମନ୍ଦିରକୁ ପୁରସ୍କାର ମିଳିଥିଲା।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 10, 2019, 4:48 PM IST

ଚେନ୍ନାଇ: ଭାରତର ପ୍ରତିଷ୍ଠିତ ସ୍ବଚ୍ଛ ଆଇକୋନିକ ସ୍ଥାନ ତାଲିକାରେ ସାମିଲ ହୋଇଛି ତାମିଲନାଡୁ ମଦୁରାଇସ୍ଥିତ ମିନାକ୍ଷୀ ମନ୍ଦିର । ଦ୍ବିତୀୟ ଥର ପାଇଁ ଏହି ତାଲିକାରେ ନିଜ ନାଁକୁ ସାମିଲ କରିପାରିଛି ଏହି ପ୍ରସିଦ୍ଧ ମନ୍ଦିର ।

meenakhshi temple won ‘Swachh Iconic Place  madurai meenakhshi temple  ସ୍ବଚ୍ଛ ଆଇକୋନିକ ସ୍ଥାନରେ ସାମିଲ  ମଦୁରାଇର ମିନାକ୍ଷୀ ମନ୍ଦିର
ଫଟୋ ସୌଜନ୍ୟ:ଇଟିଭି ଭାରତ

ସ୍ବଚ୍ଛ ଭାରତ ଅଭିଯାନ ଅନୁସାରେ, ସାରା ଦେଶରେ କେନ୍ଦ୍ର ସରକାର 10ଟି ସ୍ବଚ୍ଛ ସ୍ଥାନର ଚୟନ କରିଛନ୍ତି । ଦ୍ବିତୀୟ ସ୍ବଚ୍ଛ ସ୍ଥାନ ଭାବେ ପୁରସ୍କାର ଲାଭ କରିଛି ଏହି ମନ୍ଦିର। 25ଟି ଶୌଚାଳୟ, ଆବର୍ଜନା ପାଇଁ ଭିନ୍ନ ଭିନ୍ନ ଡଷ୍ଟବିନ, 15ଟି ପ୍ୟୁରିଫାୟର, ବ୍ୟାଟେରୀ କାର ଏବଂ ପ୍ଲାଷ୍ଟିକ ଫ୍ରି ଜୋନ ଭାବେ ଘୋଷଣା କରାଯାଇଛି।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ଏ ସବୁ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ମଧ୍ୟ ସ୍ବଚ୍ଛତା ପୁରସ୍କାରର ଅଧିକାରୀ ହୋଇଥିଲା ମଦୁରାଇ ମନ୍ଦିର । ଚଳିତ ବର୍ଷ ମଧ୍ୟ ଦ୍ବିତୀୟ ଥର ପାଇଁ ଏହି ପୁରସ୍କାର ହାସଲ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

Madurai Meenakshi Amman temple won 'Swachh Iconic Place’ for the second time

Madurai Meenakshi Amman temple won-best ‘Swachh Iconic Place’

Central government identifies 10 cleanest holy places across India under the Swatch Bharat movement. This year, famous Meenakshi Amman Temple in Madurai won second best Swachh Iconic Place prize. Meenakshi Amman temple has 25 e-toilets, garbage seperation bins, 15 water purifiers, battery car facilities and plastic free zone around the temple. Due to these facilities provided by Madurai corpration and clean maintenance, Meenakshi Amman temple won 'second Swachh Iconic Place’ award. It should be noted that, the temple also won the same prize in 2018 also.

The award was presented to Madurai city Commissioner Visakhan by jal shakti ministers Gajendra Singh Shekhawat and Rattan Lal Kataria  in Delhi.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.