ETV Bharat / bharat

74 ତମ ସ୍ବାଧୀନତା ଦିବସ; ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ
ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ
author img

By

Published : Aug 15, 2020, 7:28 AM IST

Updated : Aug 15, 2020, 9:02 AM IST

09:02 August 15

ଭାରତ ମାତାକି ଜୟ କହି ନିଜ ସମ୍ବୋଧନ ଶେଷ କଲେ ପ୍ରଧାନମନ୍ତ୍ରୀ  

08:54 August 15

  • ଏକ ହଜାର ଦିନ ମଧ୍ୟରେ ଲାକ୍ଷାଦ୍ବୀପରେ ମଧ୍ୟ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।
  • ରାମ ଭୂମିପୂଜା କଥା ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ ।

08:44 August 15

  • ଭାରତର ଅଖଣ୍ଡତା ବଜାୟ ରଖିବାକୁ ଭାରତ ଏକଜୁଟ ରହିଛି ।
  • ଭାରତର ଯବାନ ମାନେ କଣ କରିପାରିବେ ଲଦାଖରେ ତାହା ଦୁନିଆ ଦେଖିଛି ।
  • ଯାହା ସହିତ ସୀମା ମିଶୁଛି କେବଳ ସେ ପଡୋଶୀ ନୁହେଁ
  • ଯାହା ସହ ହୃଦୟ ମିଶିଛି ସେ ବି ଆମର ପଡୋଶୀ
  • ଲଦାଖରୁ ନେଇ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ନୂଆ ସଡକ ତିଆରି ହୋଇଛି ।

08:38 August 15

  • ଲେହ, ଲଦାଖ, କାର୍ଗିଲ ଓ ଜମ୍ମୁ କଶ୍ମୀରକୁ ବର୍ଷେ ପୂର୍ବରୁ 370ରୁ ଆଜାଦ ମିଳିଛି ।
  • ନୂଆ ବିକାଶ ପାଇଁ ବାଟ ଖୋଲିଛି ।
  • ଆୟୁଷ୍ମାନ ଭାରତକୁ ଜମ୍ମୁ କାଶ୍ମୀରେ ଲାଗୁ କରାଯାଇଛି ।
  • ସେଠାକାର ସ୍ଥାନୀୟ ସରପଞ୍ଚ ମାନେ ବିକାଶର ଭାଗିଦାରୀରେ ସକ୍ରିୟ ଭୂମିକା ନିଭାଉଛନ୍ତି ।
  • ସେଥିଲାଗି ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ମୋଦି ।
  • ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରି ତାଙ୍କ ଅନେକ ଦିନରୁ ଥିବା ଦାବିକୁ ପୂରଣ କରିଛୁ ।
  • ସେଠାରେ ବିକାଶର କାମ ଆଗେଇ ଚାଲିଛି ।

08:33 August 15

  • କୋରୋନା ଭ୍ୟାକ୍ସିନ ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିଛି ।
  • ଭାରତରେ ତିନି ତିନୋଟି ଭ୍ୟାକ୍ସିନ ତିଆରି ଚାଲିଛି ।
  • ଭ୍ୟାକ୍ସିନ ତିଆରି ହେବା ପରେ କିପରି ସମସ୍ତଙ୍କ ପାଖରେ ଏହା ପହଞ୍ଚିପାରିବ ତାହାର ରୂପରେଖ ପ୍ରସ୍ତୁତ ସରିଛି ।

08:30 August 15

  • 110 ଜିଲ୍ଲାକୁ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି।
  • 90 ହଜାର କୋଟିରୁ ଅଧିକ ଟଙ୍କା ଗରିବଙ୍କ ଖାତାରେ ପକାଇଛୁ ବୋଲି କହିଲେ ପ୍ରଧାନମନ୍ତ୍ରୀ ।
  • ଭାରତରେ ଆଗରୁ N95 ମାସ୍କ ଓ PPE କିଟ୍‌ ହେଉ ନଥିଲା କିନ୍ତୁ ଏବେ ହେଉଛି ।

08:14 August 15

  • କୃଷକଙ୍କ ଆୟକୁ ବଢାଇବା ପାଇଁ ଅନେକ କାମ କରାଯାଉଛି ।
  • 1 ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ର ପାଇଁ ଆବଣ୍ଟିତ କରାଯାଇଛି ।
  • ନୂଆ ଶିକ୍ଷାନୀତି କଥା କହିଲେ ପ୍ରଧାନମନ୍ତ୍ରୀ ।
  • ବିଦ୍ୟାର୍ଥୀଙ୍କୁ ଏହା ସହାୟକ ହେବ ବୋଲି କହିଲେ ମୋଦି ।
  • 3 ଦଶକ ପରେ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ହୋଇଛି ।
  • ଆଧୁନିକ ଭାରତରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିଛି ।
  • ଆଜି ଗାଁର ଲୋକଙ୍କୁ ମଧ୍ୟ ଅନ୍‌ଲାଇନ୍‌ ସୁବିଧା ମିଳୁଛି ।
  • ହଜାରେ ଦିନରେ 6 ଲକ୍ଷ ଗାଁକୁ ଅପଟିକାଲ ଫାଇବର କାମ ।
  • ବହୁଶୀଘ୍ର ସାଇବର ସୁରକ୍ଷା ନେଇ ଘୋଷଣା କରାଯିବ ।

08:10 August 15

  • ଗତ 6 ବର୍ଷ ଭିତରେ ଲୋକଙ୍କ ଜୀବନ ଧାରଣ କ୍ଷମତା ଭଲ କରିବା ପାଇଁ ଅନେକ କାମ କରାଯାଇଛି ।
  • ଅନେକ ପରିବାରକୁ ଗ୍ୟାସ ଯୋଗାଇଦିଆଯାଇଛି ।
  • ନିଜ ଗାଁରେ ରୋଜଗାର ପାଇଁ ଗରିବ କଲ୍ୟାଣ ରୋଜଗାର ଯୋଜନା କରାଯାଇଛି ।
  • ସହରରେ ଥିବା ଶ୍ରମିକଙ୍କ ପାଇଁ ମଧ୍ୟ ଯୋଜନା କରାଯାଇଛି ।

08:02 August 15

  • ଗତବର୍ଷ ଏଫଡିଆଇରେ 18 ପ୍ରତିଶତର ବୃଦ୍ଧି ହୋଇଛି ।
  • ଯେଉଁଥିଲାଗି କୋରୋନାର ସଙ୍କଟରେ ମଧ୍ୟ ଭାରତରେ ବିଦେଶୀ କମ୍ପାନୀ ମାନେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ।

07:54 August 15

  • କୃଷି କ୍ଷେତ୍ରରେ ପୂର୍ବରୁ ବିଦେଶରୁ ଗହମ ଆମଦାନୀ ହେଉଥିଲା ।
  • ଏବେ ଭାରତ ଗହମ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି ।
  • ବିଶ୍ବର ଉନ୍ନତି କରିବା ମଧ୍ୟ ଭାରତର ଦାୟିତ୍ବ ରହିଛି ।
  • ଯେଉଁଥିଲାଗି ଆତ୍ମନିର୍ଭର ହେବାକୁ ପଡିବ ବୋଲି କହିଲେ ମୋଦି ।
  • ଭୋକାଲ ଫର ଲୋକାଲ କଥା କହିଲେ ମୋଦି ।

07:50 August 15

  • କୋରୋନା କାଳରେ ଆତ୍ମନିର୍ଭର ଭାରତ କଥାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ।
  • ଭାରତକୁ ଆତ୍ମନିର୍ଭର ହେବା ଅନିବାର୍ଯ୍ୟ ବୋଲି କହିଲେ ମୋଦି ।
  • ଦେଶର ଯୁବକ, ମାତୃଶକ୍ତି ଉପରେ ତାଙ୍କର ଭରସା ଅଛି ବୋଲି କହିଲେ ମୋଦି ।
  • ଆମ ପାଇଁ ବିଶ୍ବ ଏକ ପରିବାର ।
  • ଭାରତକୁ ବିଶ୍ବ ଅର୍ଥନୀତିରେ ଯୋଗଦାନ ବଢାଇବାକୁ ପଡିବ ।
  • ସେଥିଲାଗି ଭାରତକୁ ଆତ୍ମନିର୍ଭର ହେବାକୁ ପଡିବ ।
  • 80 କୋଟି ଲୋକଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରାଯାଇଛି ।

07:41 August 15

  • କୋରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପରିବାରକୁ ନିଜର ସମବେଦନା ଜଣାଇଲେ ମୋଦି ।
  • ସେହିପରି ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକଙ୍କ ପରିବାରକୁ ମଧ୍ୟ ସମବେଦନା ଜଣାଇଲେ ମୋଦି ।

07:38 August 15

  • ସ୍ବାଧୀନତା ଦିବସରେ ପ୍ରତିବର୍ଷ ଉପସ୍ଥିତ ରହୁଥିବା ଛୋଟପିଲାଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ।
  • କୋରୋନାର ଏ ମହାମାରୀ ସ୍ଥିତିରେ ଦେଶର ଭବିଷ୍ୟତ ଏଠାରେ ଉପସ୍ଥିତ ନଥିବାର କହିଲେ ମୋଦି ।

07:36 August 15

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

  • ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ।
  • ଦେଶର ସ୍ବାଧୀନତା ସଂଗ୍ରାମୀ, ବୀରପୁତ୍ର ଓ ଯବାନଙ୍କୁ ମନେପକାଇଲେ ମୋଦି ।

07:31 August 15

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ପାଇଁ ଲାଲକିଲ୍ଲାକୁ ପତାକା ଉତ୍ତୋଳନ କଲେ ମୋଦି । 

07:30 August 15

ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୁଭେଚ୍ଛା । ଟ୍ବିଟ୍‌ କରି ଶୁଭକାମନା ଜଣାଇଲେ ଉପରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ ଜଣାଇଲେ ଶୁଭେଚ୍ଛା ।

05:55 August 15

ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ

ନୂଆଦିଲ୍ଲୀ: ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ  । ଲାଲକିଲ୍ଲାରୁ ଆଉ କିଛି ସମୟ ପରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା କଟକଣା ଭିତରେ ପାଳିତ ହେଉଛି ସ୍ବାଧୀନତା ଦିବସ ।

Last Updated : Aug 15, 2020, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.