ETV Bharat / bharat

24 ଘଣ୍ଟାରେ ତେଲାଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା

author img

By

Published : Oct 21, 2020, 5:13 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ ତେଲାଙ୍ଗାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

24 ଘଣ୍ଟା ମଧ୍ୟରେ ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା

ହାଇଦ୍ରାବାଦ: ମହାମାରୀ ସଙ୍କଟ ମଧ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ତେଲାଙ୍ଗାନା ଉପରେ ଦାଉ ସାଜିଛି । ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତ ଯୋଗୁଁ ରାଜ୍ୟରେ 50 ଜଣଙ୍କ ମୃତ୍ୟୁ ହୋଇସାରିଛି । ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ତେଲାଙ୍ଗାନାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ସମ୍ଭାବନା ଥିବାବେଳେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ଚିନ୍ତା ନକରି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.