ETV Bharat / bharat

ଇଦ୍ ପାଇଁ ଲକଡାଉନ ନ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି - ଲକ ଡାଉନ

ଇଦ୍ ପାଇଁ ଲକଡାଉନ ନ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଇଦ ପର୍ବ ପରେ ମଧ୍ୟ ହୋଇପାରିବ ପାଳନ କହିଲେ ବେଙ୍ଗଲ ଉମାମ ଆସୋସିଏସନର ଅଧ୍ୟକ୍ଷ । ଅଧିକ ପଢନ୍ତୁ....

Letter to the West Bengal Chief Minister not to remove Lock Down for EID
ଇଦ୍ ପାଇଁ ଲକଡାଉନକୁ ନ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
author img

By

Published : May 10, 2020, 10:11 PM IST

କୋଲକାତା: ଦେଶରେ ଜାରି ରହିଛି ଲକଡାଉନ । କୋରୋନା ସଂକ୍ରମଣକୁ ଆଖି ଆଗରେ ମୋଦି ସରକାର ଲକଡାଉନର ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ମଧ୍ୟ ମନା କରିଛନ୍ତି ସରକାର । ଏପରିକି ଗୋଟିଏ ସ୍ଥାନରେ ଲୋକଙ୍କୁ ଏକାଠି ନ ହେବାକୁ ମଧ୍ୟ ବାରଣା କରାଯାଇଛି ।

ତେବେ ଚଳିତ ବର୍ଷ ଇଦ୍ ପାଇଁ ଲକଡାଉନ ନ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବେଙ୍ଗଲ ଉମାମ ଆସୋସେସନର ଅଧ୍ୟକ୍ଷ ଏମଡି. ୟାହିୟା । ବର୍ତ୍ତମାନ ଦେଶରେ ଜଟିଳ ପରିସ୍ଥିତି ଥିବାରୁ ଗୋଟିଏ ସ୍ଥାନରେ ଲୋକେ ଏକାଠି ହେଲେ କୋରୋନା ଭାଇରସ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଇଦ ପର୍ବ ପାଳନ ପରେ ମଧ୍ୟ ହୋଇପାରିବ । ଏହି ସମୟରେ ଲୋକେ ଘରେ ସୁରକ୍ଷିତ ରହିବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୌଜନ୍ୟ @ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.