ETV Bharat / bharat

କେରଳର ପାରମ୍ପରିକ ପର୍ବ ଓନାଥାଲୁ: କୁସ୍ତିରେ ବ୍ୟସ୍ତ ପିଲାଠୁ ବୁଢା - କୁସ୍ତିରେ ବ୍ୟସ୍ତ ପିଲାଠୁ ବୁଢା

କେରଳର ପାରମ୍ପରିକ କୁସ୍ତି ଯୁଦ୍ଧ ପର୍ବ ଓନାଥାଲୁ ପର୍ବ ପାଳିତ । କେରଳ ପାଲକ୍କଡ ଜିଲ୍ଲା ପଲସାନା ଗାଁରେ ଆରମ୍ଭ ହୋଇଥିଲା ଏହି ପର୍ବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 12, 2019, 11:47 AM IST

ଥିରୁଅନନ୍ତପୁରମ: ଓନାମ ଅବସରରେ କେରଳରେ ଓନାଥାଲୁ ପାଳିତ । ଏହା ଏକ ପାରମ୍ପରିକ କୁସ୍ତି ଭିତ୍ତିକ ପର୍ବ । ଓନାଥାଲୁ ଶବ୍ଦ ଓନାମରୁ ଆସିଛି ଯାହାର ଅର୍ଥ ଗୋଷ୍ଠୀ କନ୍ଦଳ । ଯାହା ଏଠିକାର ଲୋକ କେବଳ ଧୋତି ପିନ୍ଧି ଖାଲି ଦେହରେ ପାଳନ କରିଥାନ୍ତି ।

କେରଳ ପାଲକ୍କଡ ଜିଲ୍ଲା ପଲସାନା ଗାଁରେ ଆରମ୍ଭ ହୋଇଥିଲା ଏହି ପର୍ବ । ପଲାସାନା ଗ୍ରାମବାସୀମାନେ ସ୍ଥାନୀୟ ସର୍ଦ୍ଦାରଙ୍କୁ ମାରିବା ପାଇଁ ଲଢେଇ କରିଥାନ୍ତି । ଭୋକ ବିରୁଦ୍ଧରେ ଏହି ଲଢେଇକୁ ପ୍ରତିବର୍ଷ ଓନାମ ଅବସରରେ ମଞ୍ଚସ୍ତ କରାଯାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପିଲାଠୁ ବୁଢା ସଭିଏଁ ଏହି କୁସ୍ତି ଯୋଦ୍ଧା ବା ଲଢେଇରେ ସାମିଲ ହୋଇଥାନ୍ତି । ଏଥିରେ କୌଣସି ବୟସ ସୀମା ନଥାଏ । ପ୍ରଥମେ ଦୁଇ ଜଣଙ୍କ ଭିତରେ ଆରମ୍ଭ ହୁଏ ଲଢେଇ । ଆଉ ଦୁଇ ଦଳକୁ ଉତ୍ସାହିତ କରନ୍ତି ଉପସ୍ଥିତ ଥିବା ଲୋକ ।

ଏହି ପରମ୍ପରା ପ୍ରତ୍ୟେକଙ୍କ ପାଇଁ ଖୁବ କଷ୍ଟ ଦାୟକ । କିନ୍ତୁ ପ୍ରତିବର୍ଷ ଏହି ପର୍ବ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ବିଶେଷ କରି ମନ୍ନଦିୟାର ଅଞ୍ଚଳ ଓରୁ କୁଡି, ଇଝୁ କୁଡି ଗୋଷ୍ଠୀର ଲୋକେ ପ୍ରଥମ ଦିନ ସହ ଓନାମର ତୃତୀୟ ଦିନ ପର୍ଯ୍ୟନ୍ତ ଏହି ଉତ୍ସବର ଆୟୋଜନ କରିଥାନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.