ETV Bharat / bharat

ଗୁଜବ ପ୍ରଚାର ଠୁ ଦୁରେଇ ରୁହନ୍ତୁ ପ୍ରବାସୀ ଶ୍ରମିକ: କେଜ୍ରିୱାଲ

author img

By

Published : Apr 15, 2020, 1:06 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ପ୍ରବାସୀ ଶ୍ରମିକଙ୍କୁ ନିବେଦନ କରିଛନ୍ତି । ଗୁଜବ ପ୍ରଚାରରୁ ଦୁରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Kejriwal
ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ପ୍ରବାସୀ ଶ୍ରମିକଙ୍କୁ ନିବେଦନ କରିଛନ୍ତି । ଗୁଜବ ପ୍ରଚାରରୁ ଦୁରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ବସ୍ ବ୍ୟବସ୍ଥା କରାଯାଉଥିବା ଗୁଜବ ପ୍ରଚାର ଠୁ ଦୁରେଇ ରୁହନ୍ତୁ ବୋଲି କହିଛନ୍ତି ।

ଏକ ଭିଡିଓ ଆବେଦନରେ ସେ କହିଛନ୍ତି, ‘ଦିଲ୍ଲୀ ସରକାର ସେମାନଙ୍କ ରହିବା ଏବଂ ଖାଦ୍ୟ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। ବସ୍ ବ୍ୟବସ୍ଥା ବିଷୟରେ ଗୁଜବର ଶିକାର ହୁଅନ୍ତୁ ନାହିଁ ।’ ମୁମ୍ବାଇର ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଉପାନ୍ତ ସହର ବାନ୍ଦ୍ରା ଠାରେ ଏକତ୍ରିତ ହୋଇ ଘରକୁ ଫେରିବା ନେଇ ଦାବି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.