ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେଆର ରମେଶ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ଉପବାଚସ୍ପତି କୃଷ୍ଣ ରେଡ୍ଡୀଙ୍କୁ ପ୍ରଦାନ କରିଛନ୍ତି । ଇସ୍ତଫା ଦେବା ପରେ ଗୃହର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଇସ୍ତଫା ଦେବାପରେ ଆଜି ସେ ବରିଷ୍ଠ ନେତା ଜୟପାଲ ରେଡ୍ଡୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବେ ।