ETV Bharat / bharat

କର୍ଣ୍ଣାଟକର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋରୋନା ପଜିଟିଭ - କର୍ଣ୍ଣାଟକ ଜଙ୍ଗଲ ମନ୍ତ୍ରୀ କୋରୋନା ପଜିଟିଭ

କର୍ଣ୍ଣାଟକର ମନ୍ତ୍ରୀ ମଣ୍ତଳକୁ ବ୍ୟାପିଲା କୋରୋନା । ଜଙ୍ଗଲ ବିଭାଗର ମନ୍ତ୍ରୀ ଆନନ୍ଦ ସିଂକୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ.....

Karnataka Forest Minister tests Covid-19 positive
କର୍ଣ୍ଣାଟକର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋରୋନା ପଜିଟିଭ
author img

By

Published : Jul 27, 2020, 7:07 AM IST

Updated : Jul 27, 2020, 12:55 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମନ୍ତ୍ରୀ ମଣ୍ତଳକୁ ବ୍ୟାପିଲା କୋରୋନା । ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଆନନ୍ଦ ସିଂ କୋରୋନା ପଜିଟିଭ ଚିହ୍ନଟ । ଆନନ୍ଦଙ୍କୁ ସାମାନ୍ୟ କାଶ ହୋଇଥିଲା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ପଜେଟିଭ ଆସିଥିଲା । ତେବେ,ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଆନନ୍ଦଙ୍କୁ ବଲ୍ଲାରୀ ଜିଲ୍ଲାରେ ଥିବା ତାଙ୍କ ଘରେ ରହିଛନ୍ତି ।

ତେବେ, ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁ ଯିବେ କି ଘରେ ରହି ଚିକିତ୍ସିତ ହେବେ ସେନେଇ କିଛି ସ୍ଥିର ହୋଇ ନାହିଁ। ରବିବାର ଦିନ ବଲ୍ଲାରୀ ଜିଲ୍ଲାରେ 222 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା 3,511ରେ ପହଞ୍ଚିଛି । ସେଥିମଧ୍ୟରୁ 1,902 ସକ୍ରିୟ ମାମଲା ରହିଥିବା ବେଳେ 69 ଜଣଙ୍କ ମୃତ୍ୟୁ ହୋଇଛି ।

@ IANS

Last Updated : Jul 27, 2020, 12:55 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.