ETV Bharat / bharat

ଯୁଦ୍ଧ ବିମାନ ଉଡାଇ 'ମିସିଙ୍ଗ ମ୍ୟାନ'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାୟୁସେନା ମୁଖ୍ୟ - bs-dhanoa

ଭାରତୀୟ ବାୟୁସେନାର ପ୍ରମୁଖ ଏୟାର ଚିଫ ମାର୍ଶଲ ବିଏସ୍‌ ଧନୋଆ ମିଗ୍‌-21 ବିମାନରେ ଉଡାଣ ଭରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 27, 2019, 12:50 PM IST

ଚଣ୍ଡିଗଡ: ଆଜି କାରଗିଲ ଯୁଦ୍ଧକୁ ପୁରିଲା 20 ବର୍ଷ । କାରଗିଲର ଉଚ୍ଚ ଶିଖରରେ କବଜା କରିଥିବା ପାକିସ୍ତାନୀ ସେନାକୁ ଆଜିର ଦିନରେ ଧୂଳି ଚଟାଇଥିଲେ ଭାରତୀୟ ବାୟୁସେନା । ଏହି ଯୁଦ୍ଧରେ ବାୟୁସେନାର ଅନେକ ଯବାନ ମଧ୍ୟ ସହିଦ ହୋଇଥିଲେ । ତେବେ ଏହି ଅବସରରେ ସହିଦଙ୍କୁ ମନେ ପକାଇବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ପ୍ରମୁଖ ଏୟାର ଚିଫ ମାର୍ଶଲ ବିଏସ୍‌ ଧନୋଆ ମିଗ୍‌-21 ବିମାନରେ ଉଡାଣ ଭରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ପଞ୍ଜାବର ଭିସିୟାନା ଏୟାର ଫୋର୍ସ ଷ୍ଟେସନରୁ ସେ ଏହି ଉଡାଣ ଭରିଥିଲେ । ତେବେ ମିଗ୍‌-21 ବିମାନରୁ 'ମିସିଙ୍ଗ ମ୍ୟାନ' ଆକୃତି ବନାଇ ସେ ବିଏସ୍‌ ଧନୋଆ ସ୍ବାର୍ଡ ଲିଡର ଅଜୟ ଆହୁଜାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅପରେଶନ ସଫେଦ ସାଗର(1999 କାର୍ଗିଲ ଯୁଦ୍ଧ )ରେ ସହିଦ ହୋଇଥିଲେ ଅଜୟ ଆହୁଜା । ଏହି କାର୍ଯ୍ୟକ୍ରମରେ ଏୟାର ମାର୍ଶଲ ଏବଂ ନାମ୍ବିୟାର ମଧ୍ୟ ଭାଗ ନେଇଥିଲେ ।

Intro:Body:

HRHJR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.