ETV Bharat / bharat

ମୁଜାଫରପୁରରେ ଚମକି ପୀଡିତଙ୍କ ସ୍ଥିତି ପରଖିଲେ କହ୍ନେୟା କୁମାର - visits

ମୁଜାଫରପୁର ଚମକି ଜ୍ବର ପୀଡିଙ୍କ ସ୍ଥିତି ପରଖିଲେ କହ୍ନେୟା କୁମାର । ମୃତ ବ୍ୟକ୍ତିଙ୍କ ପରିବାର ଓ ଚିକିତ୍ସିତ ହେଉଥିବା ରୋଗୀ ସମ୍ପର୍କୀୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି କହ୍ନେୟା ।

ଫାଇଲ ଫଟୋ
author img

By

Published : Jun 22, 2019, 3:22 PM IST

ପାଟନା: ବଢିବାରେ ଲାଗିଛି ବିହାର ଚମକି ଜ୍ବରର ମୃତ୍ୟୁ ସଂଖ୍ୟା । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ପରିସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଏନେଇ ମୁଜାଫରପୁର SKMCH ଯାଇ ସେଠାକାର ସ୍ଥିତି ପରଖଛନ୍ତି କହ୍ନେୟା କୁମାର ।

ମୃତ ବ୍ୟକ୍ତିଙ୍କ ପରିବାର ଓ ଚିକିତ୍ସିତ ହେଉଥିବା ରୋଗୀ ସମ୍ପର୍କୀୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ସେ । ଖବର ଅନୁଯାୟୀ, CPI ନେତା ତଥା JNU ଛାତ୍ର ସଂସଦର ପୂର୍ବତନ ସଭାପତି ରହିଛନ୍ତି କହ୍ନେୟା କୁମାର ।

ଏପଟେ, ବିହାରରେ ଏନସେଫାଲାଇଟିସ ମୃତ୍ୟୁ ନେଇ କୃଷିମନ୍ତ୍ରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷି ବିଜ୍ଞାନୀ ଓ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ଏକ ଟିମ ଲିଚୁର ପରୀକ୍ଷା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ଜ୍ୱର ପାଇଁ ଲିଚୁ ଦାୟୀ କି ନାଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.