ETV Bharat / bharat

ମୋଦିଙ୍କ ଶପଥ ସମାରୋହକୁ କମଲ ହାସନଙ୍କୁ ନିମନ୍ତ୍ରଣ

ଏମଏନଏମ ମୁଖ୍ୟ ତଥା ଅଭିନେତା କମଲ ହାସନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ । ଆସନ୍ତା 30 ତାରିଖରେ ମୋଦି ନୂତନ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ ।

author img

By

Published : May 27, 2019, 8:04 PM IST

Updated : May 27, 2019, 8:41 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଅଭିନେତା ତଥା ଏମଏନଏମ ମୁଖ୍ୟ କମଲ ହାସନଙ୍କୁ ନିମନ୍ତ୍ରଣ । ଆସନ୍ତା 30 ତାରିଖରେ ମୋଦି ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଦ୍ବିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ପଦ ଅକ୍ତିଆର କରିଛନ୍ତି ।

ଲୋକସଭା ନିର୍ବାଚନରେ ମୋଟ 542 ଆସନରୁ ଏନଡିଏ ହାତେଇଛି 352 ଆସନ । 2019ରେ ତାମିଲନାଡୁରେ ନିର୍ବାଚନ ପ୍ରଚାର ସମୟରେ ପ୍ରଥମ ହିନ୍ଦୁ ଆତଙ୍କବାଦୀ ନାଥୁରାମ ଗଡସେ ବୋଲି ମନ୍ତବ୍ୟ ଦେଇ ବିବାଦ ଘେରରେ ଥିଲେ କମଲ ହାସନ ।

ତମାମ ହିନ୍ଦୁ ସଙ୍ଗଠନ ଏବଂ ଭାରତୀୟ ଜନତା ପାର୍ଟି ବିଷୟରେ ଆଲୋଚନା କରିଥିଲେ । କିନ୍ତୁ ନିଜର ଭୁଲ ନବୁଝି ତାଙ୍କ ଜିଦରେ ଅଟଳ ରହି କହିଥିଲେ ଯେ, ମୁଁ ଐତିହାସିକ ସତ୍ୟ କହିଛି ।

sample description
Last Updated : May 27, 2019, 8:41 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.