ETV Bharat / bharat

ଇସ୍ରାଏଲରୁ ହିନ୍ଦୀରେ ଆସିଲା ଶୁଭେଚ୍ଛା - israel pm

ଇସ୍ରାଏଲରୁ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛା । ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Aug 15, 2019, 8:55 PM IST

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି 73 ତମ ସ୍ବାଧୀନତା ଦିବସ । ଏହି ଅବସରରେ ଇସ୍ରାଏଲରୁ ଆସିଛି ଭାରତକୁ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

ଇସ୍ରାଏଲ  israel pm  occasion of indepence day
ଫଟୋ ସୌଜନ୍ୟ:ଟ୍ବିଟର@netanyahu

ସେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ବନ୍ଧୁ ବୋଲି ସମ୍ବୋଧନ କରି ଲେଖିଛନ୍ତି , ମୋଦି ଓ ସମସ୍ତ ଭାରତୀୟଙ୍କୁ ନମସ୍କାର, ସ୍ବାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା । ସେ ହିନ୍ଦିରେ ମଧ୍ୟ ଶୁଭେଚ୍ଛା ଜଣାଇଥିବା ଭିଡିଓରେ ଦେଖାଯାଇଛି।

ଭିଡିଓ ସୌଜନ୍ୟ: ଟ୍ବିଟର@netanyahu

ଗତମାସରେ ତେଲ ଅବିଭିର ପାର୍ଟି କାର୍ଯ୍ୟାଳୟରେ ଦଶମ ମହଲା ବିଶିଷ୍ଟ କୋଠାରେ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଫଟୋଚିତ୍ର ଲାଗିଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.