ETV Bharat / bharat

ଜାମିଆରେ ଗୁଳି ଚାଳନା: ଦିଲ୍ଲୀ ପୋଲିସକୁ ନିନ୍ଦା କଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ - ଜାମିୟାରେ ଗୁଳି ଚାଳନା

ଜାମିଆରେ ଗୁଳି ଚାଳନା । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିକ୍ରମ ସିଂହ । ଆଗକୁ ପଢନ୍ତୁ...

ips vikram singh reaction
ଫାଇଲ ଫଟୋ
author img

By

Published : Jan 30, 2020, 10:00 PM IST

ନୂଆଦିଲ୍ଲୀ: ସିଏଏ ଓ ଏନଆରସି ବିରୋଧରେ ଦିଲ୍ଲୀ ଜାମିଆ ମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟରୁ ରାଜଘାଟ ଯାଏଁ ରାଲି କରାଯାଉଥିଲା । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ପୋଲିସ ଉପସ୍ଥିତିରେ ଗୁଳି ଚାଳନା କରିଥିଲା । ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିକ୍ରମ ସିଂହ ନିନ୍ଦା କରିଛନ୍ତି ।

ଯଦି ସେ ଘଟଣାସ୍ଥଳରେ ଉପସ୍ଥିତ ରହିଥାନ୍ତେ ତେବେ ସେ ଆକ୍ରମଣକାରୀଙ୍କୁ ଗୁଳି କରିଥାନ୍ତେ ଓ ପରେ କାବୁ କରିଥାନ୍ତେ ବୋଲି ମତ ପ୍ରକାଶ କରିଛନ୍ତି । ସେ ଏହି ଘଟଣାରେ ନିରାଶା ପ୍ରକାଶ କରିଛନ୍ତି । ଆକ୍ରମଣକାରୀ 20 ସେକେଣ୍ଡର ସମୟ ଦେବା ସହ ନାରା ଲଗାଇଥିଲା, ଗୁଳି ମଧ୍ୟ ଚଳାଇଥିଲା । ଏମଧ୍ୟରେ ଓଭର ପାୱାର କରି ଆକ୍ରମଣକାରୀକୁ ଧରି ପାରିଥାନ୍ତା ଦିଲ୍ଲୀ ପୋଲିସ ମାତ୍ର ଏପରି ହୋଇନଥିଲା । ସେ କହିଥିଲେ, ଅଧିକାରୀମାନେ ତାଙ୍କ ଦାୟୀତ୍ବ ତୁଲାଇ ନାହାଁନ୍ତି । ମୁକ ଦର୍ଶକ ଭାବେ ରହିଲେ ଘଟଣାର ପୁନରାବୃତି ହେବ ଓ ବର୍ତ୍ତମାନ 8 ଫେବୃଆରୀ ପାଇଁ ଅନେକ ସମୟ ଅଛି ।

ପୂର୍ବତନ ମହାନିର୍ଦ୍ଦେଶକ ବିକ୍ରମ ସିଂହ କହିଥିଲେ, ଯୁବକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ କିନ୍ତୁ ପୋଲିସ ନୁହେଁ । ଯେଉଁ ସବୁ ଶବ୍ଦ ଯୁବକ କହିଛି ତାହାର ଯାଞ୍ଚ ହେବା ଆବଶ୍ୟକ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.