ETV Bharat / bharat

ବିଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ସ୍ବତନ୍ତ୍ର ସର୍ତ୍ତ - ଆରୋଗ୍ୟ ସେତୁ ମୋବାଇଲ୍ ଆପ୍

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ବତନ୍ତ୍ର ବିମାନ ଦ୍ବାରା ଆଣାଯିବ । ସେମାନେ ଭାରତ ପ୍ରତ୍ୟାବର୍ତ୍ତନ ସମୟରେ ସେମାନଙ୍କୁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହାସହ ଏହି ସମଗ୍ର ଅଭିଯାନ ପାଇଁ ଏକ ବିସ୍ତୃତ ପ୍ରକ୍ରିୟା ଜାରି କରାଯିବ । ଏହାସହ ଯାତ୍ରୀ ମାନଙ୍କୁ 14 ଦିନ କ୍ବାରେନଣ୍ଟାଇନେର ରହିବାକୁ ପଡିବ ।

airline
ବିଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ସ୍ବତନ୍ତ୍ର ସର୍ତ୍ତ
author img

By

Published : May 6, 2020, 12:28 AM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ତାଣ୍ଡବ ଜାରି ରହିଛି । ଏପରିସ୍ଥଳେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଲେଉଟାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବିଦେଶରୁ ଆସୁଥିବା ଭାରତୀୟଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର ସର୍ତ୍ତ ରଖିଛନ୍ତି । ଏହାସହ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ବତନ୍ତ୍ର ବିମାନ ଦ୍ବାରା ଆଣାଯିବ । ସେମାନେ ଭାରତ ପ୍ରତ୍ୟାବର୍ତ୍ତନ ସମୟରେ ସେମାନଙ୍କୁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହାସହ ଏହି ସମଗ୍ର ଅଭିଯାନ ପାଇଁ ଏକ ବିସ୍ତୃତ ପ୍ରକ୍ରିୟା ଜାରି କରାଯିବ । ଏହାସହ ଯାତ୍ରୀ ମାନଙ୍କୁ 14 ଦିନ କ୍ବାରେନଣ୍ଟାଇନେର ରହିବାକୁ ପଡିବ ।

ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ କୋଭିଡ -19 କାରଣରୁ ଫସି ରହିଥିବା ପ୍ରାୟ 15,000 ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ମେ 7 ରୁ 13 ପର୍ଯ୍ୟନ୍ତ 64 ଉଡାଣ ଭରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.