ETV Bharat / bharat

ଦେଶବାସୀଙ୍କ ପାଇଁ ଖୋଲିବ ସିଆଚେନ ଗ୍ଲାସିଅର - ଲଦାଖ

ଦେଶରେ ଅନେକ ତୀର୍ଥସ୍ଥଳ ବା ଭ୍ରମଣସ୍ଥାନ ରହିଛି । କିନ୍ତୁ ଏହି ସବୁ ଭିତରେ କାଶ୍ମୀର ଅନ୍ୟତମ ଓ ସ୍ବତନ୍ତ୍ର । ଏବେ ଭାରତୀୟ ସେନା ଆଉପାଦେ ଆଗେଇ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିଅର ଭ୍ରମଣ ପାଇଁ ଦେଶବାସୀଙ୍କୁ ସୁଯୋଗ ଦେବ । ଅଧିକ ପଢନ୍ତୁ...

‘ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚେନ ଗ୍ଲେସିୟର ବୁଲିବେ ଦେଶାବାସୀ’
author img

By

Published : Sep 24, 2019, 7:17 PM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ପରିଭ୍ରମଣ କରିପାରିବେ ଦେଶବାସୀ । ଭାରତୀୟ ସେନା ପକ୍ଷରୁ ଏନେଇ ସିଆଚେନ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଗୁଡିକରେ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାନ ଖୋଲା ଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।

‘ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚେନ ଗ୍ଲେସିୟର ବୁଲିବେ ଦେଶାବାସୀ’

ଏଥିପାଇଁ ଏକ ଟିମ ଗଠନ କରାଯାଇଛି । ଯେଉଁଥିରେ ବରିଷ୍ଠ ଲେଫ୍ଟଲାଣ୍ଟ ଜେନେରାଲଙ୍କ ସହିତ କିଛି ଅଧିକାରୀ ରହିଥିବା ଅନୁଷ୍ଠିତ ଏକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ସେନା ମୁଖ୍ୟ ବିପିନ ରାୱତ ।

army chief bipin rawat
ସେନା ମୁଖ୍ୟ ବିପିନ ରାୱତ

ଏହି ପ୍ରତିଷ୍ଠାନ ଆଗକୁ ଭାରତୀୟଙ୍କୁ ଏକତ୍ରିତ କରିବାର ଏକ ମାଧ୍ୟମ ହେବ । ପରବର୍ତ୍ତୀ ମୂହୁର୍ତ୍ତରେ ଦେଶବାସୀ ଏଠାକୁ ବୁଲିବାକୁ ଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେନା ମୁଖ୍ୟ କହିଛନ୍ତି । ଭାରତର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଏକ ଅଂଶ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.