ETV Bharat / bharat

'ଭାରତ କେବେ ଅନ୍ୟ ଦେଶକୁ ସାହାଯ୍ୟ ନେଇ ବାଛ ବିଚାର କରିନାହିଁ' - coronavirus

'ଭାରତ କେବେ ଅନ୍ୟ ଦେଶକୁ ସାହାଯ୍ୟ ନେଇ ବାଛ ବିଚାର କରିନାହିଁ' । ଏନେଇ କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ। ଅଧିକ ପଢନ୍ତୁ..

india never discriminates helping other countries :
ଫାଇଲ ଫଟୋ
author img

By

Published : Apr 27, 2020, 6:53 AM IST

ନୂଆଦିଲ୍ଲୀ: ରବିବାର ଆରଏସ୍ଏସ୍ ସଭାପତି ମୋହନ ଭାଗବତ୍ କୋରୋନା ମୁକାବିଲାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଭାରତ କରୋନା ମୁକାବିଲା ନିମନ୍ତେ ତତ୍ପର ଥିବାବେଳେ ଅନ୍ୟ ଦେଶମାନଙ୍କୁ ବି ସହାୟତାର ହାତ ବଢାଇଛି । କୋରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ତଥା ଅନ୍ୟାନ୍ୟ ସହାୟତା ପ୍ରଦାନରେ ଭାରତ କୌଣସି ପାତର ଅନ୍ତର କରୁନାହିଁ ।

କାରଣ ଏଭଳି ପରିସ୍ଥିତିରେ ବିଶ୍ବରେ ଏହି ମହାମାରୀକୁ ରୋକିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି । ଏଣୁ ଭାରତ ଏହି ଦିଗରେ ନିରପେକ୍ଷ ଭାବେ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରୁଅଛି । ଯେଉଁମାନେ ସରକାରଙ୍କ ବିପକ୍ଷରେ ଯାଇ ମତାନ୍ତର କରୁଛନ୍ତି, ସେମାନେ ଏଭଳି କୋଳାହଳ ନ କରି ସରକାରଙ୍କୁ ସମର୍ଥନ କରିବା ପାଇଁ ଭାଗବତ୍ ଆହ୍ବାନ ଦେଇଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.