ETV Bharat / bharat

ଦେଶରେ 3 ହଜାର ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା, 24 ଘଣ୍ଟାରେ 525 ପଜିଟିଭ ଚିହ୍ନଟ

author img

By

Published : Apr 4, 2020, 10:56 PM IST

ଦେଶରେ ଗତ 24 ଘଣ୍ଟାରେ 525 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ଟପିଛି । ଅଧିକ ପଢନ୍ତୁ...

Increase of 525 COVID19 cases in the last 24 hours, Total number of COVID19 positive cases rise to 3072
ଦେଶରେ 3 ହଜାର ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା, 24 ଘଣ୍ଟାରେ 525 ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ 525 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ଟପିଛି । ଏହା ସହ 75ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

ଭାରତରେ ମୋଟ ପଜିଟିଭ ସଂଖ୍ୟା 3072 ରହିଛି । ଏମାନଙ୍କ ମଧ୍ୟରେ 2784 ଜଣ ଚିକିତ୍ସିତ ହେଉଥିବା ବେଳେ 213 ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ଦିଲ୍ଲୀର ତବଲିଗୀ ଜମାତ ସମାବେଶ ଏବେ ସାରା ଦେଶର ଚିନ୍ତା ବଢାଇଛି । ବର୍ତ୍ତମାନ ସୁଦ୍ଧା ତବଲିଗୀ ଜମାତ ଘଟଣାରେ 1,023 କୋରୋନା ମାମଲା ସଂପୃକ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.