ETV Bharat / bharat

ମୋଦିଙ୍କୁ ଭେଟିଲେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ

author img

By

Published : Dec 24, 2019, 9:35 AM IST

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ଗବେଷଣା ବିଭାଗର ନିର୍ଦ୍ଦେଶକ ଗୀତା ଗୋପୀନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।

imf-finance-cousellor-gita-gopinath-meet-pm-narendra-modi
ଫଟୋ ସୌଜନ୍ୟ : ଏଏନଆଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆର୍ଥିକ ପରାମର୍ଶଦାତା ତଥା ଗବେଷଣା ବିଭାଗର ନିର୍ଦ୍ଦେଶକ ଗୀତା ଗୋପିନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ।

ଶିଳ୍ପ ସଂଗଠନ FCCI ର 92ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଅବସରରେ ଗୀତା କହିଛନ୍ତି ଯେ, ବଜାରରେ ନିୟମିତ ଅନିଶ୍ଚିତତାର ଗୁରୁତ୍ବପୂର୍ଣ୍ଣ ଭୂମିକା ଯୋଗୁଁ ଭାରତରେ ଆର୍ଥିକ ଅସ୍ଥିରତା ଦେଖାଦେଇଛି । ଏହାଛଡା ଭାରତକୁ ଆର୍ଥିକ କ୍ଷେତ୍ରରେ ପୁର୍ନଗଠନ କରିବା ପାଇଁ ସ୍ପଷ୍ଟ ବିଶ୍ବାସ ଓ ଅଧିକ ନିଶ୍ଚିତତା ରହିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଭାରତରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଭାରତୀୟ ଅର୍ଥନୀତି ପାଇଁ ଏକ ଦୃଢ ପଦକ୍ଷେପ ବୋଲି ସେ କହିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.