ETV Bharat / bharat

ମହାରାଷ୍ଟ୍ର ରାଜନୀତି: ଶରଦ ପାୱାରଙ୍କ ସମର୍ଥନରେ ଲାଗିଲା ହୋଡିଂ - ମହାରାଷ୍ଟ୍ର ରାଜନୀତି

ମହାରାଷ୍ଟ୍ରର ବାରାମତିରେ ଶରଦ ପାୱାରଙ୍କ ସମର୍ଥନରେ ଏକ ବିଶାଳ ହୋଡିଂ ଲାଗିଛି। 2019 ବିଧାନସଭା ନିର୍ବାଚନରେ ବାରାମତିରୁ ଅଜିତ ପାୱାର 1.65 ଲକ୍ଷ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ।

ପାଇଲ ଫଟୋ
author img

By

Published : Nov 24, 2019, 9:42 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଶନିବାର ହୋଇଥିବା ରାଜନୈତିକ ପଟ୍ଟ ପରିବର୍ତ୍ତନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପାୱାର ପାଇଁ ମୁହାଁମୁହିଁ ହୋଇଛନ୍ତି ପାୱର ପରିବାରର 2 ସଦସ୍ୟ । କ୍ଷମତା ପାଇଁ ନିଜ ଦାଦାଙ୍କ ବିରୋଧୀ ସାଜିଛନ୍ତି ପୁତୁରା। ଏହା ମଧ୍ୟରେ ମହାରାଷ୍ଟ୍ରର ବାରାମତିରେ ଶରଦ ପାୱାରଙ୍କ ସମର୍ଥନରେ ଏକ ବିଶାଳ ହୋଡିଂ ଲାଗିଥିବା ଦେଖିବାକୁ ମିଳିଛି।

2019 ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାର ବାରାମତିରୁ 1.65 ଲକ୍ଷ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ଏହି ନିର୍ବାଚନରେ କୌଣସି ପ୍ରାର୍ଥୀ ହାସଲ କରିଥିବା ଭୋଟ ମାତ୍ରା ମଧ୍ୟରୁ ଏହା ସର୍ବାଧିକ ଥିଲା। ହେଲେ ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଶରଦ ପାୱାରଙ୍କ ସମର୍ଥନରେ ହୋଡିଂ ଲାଗିବା ଅଜିତ ପାୱାରଙ୍କ ପାଇଁ ଝଟକା ସଦୃଶ ହୋଇପାରେ। ଏହି ହୋଡିଂରେ ଶରଦ ପାୱାରଙ୍କ ସମର୍ଥନରେ ଲେଖାଯାଇଛି, ଆମେ 80 ବର୍ଷୀୟ ଯୋଦ୍ଧାଙ୍କ ସହ ଅଛୁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.